ସେଓରେ ଗଣପତି; ୨୬ ଫୁଟର ମୂର୍ତ୍ତି ଦେଖିବାକୁ ଜମୁଛି ଭିଡ଼
ସମ୍ବଲପୁର: ସମ୍ବଲପୁର ସ୍ଥିତ କ୍ଷେତ୍ରରାଇପୁର ଅଞ୍ଚଳରେ ଥିବା ନଟରାଜ କ୍ଲବ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଯାହା ସମ୍ପୂର୍ଣ୍ଣ ଭାବରେ ସେଓରେ ତିଆରି ହୋଇଛି। ଏଥିପାଇଁ ପ୍ରାୟ ୧୫୦୦ କିଲୋଗ୍ରାମ…