Elephant Death Report: ଗତ ୬ ବର୍ଷ ମଧ୍ୟରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି ଅନେକ ହାତୀ; କେଉଁ ରାଜ୍ୟରେ…
ଭୁବନେଶ୍ବର: ଓଡିଶାରେ ଅନେକ ସମୟରେ କୌଣସି ନା କୌଣସି କାରଣରୁ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ରାଜ୍ୟର ସମ୍ବଲପୁର, କଟକ, ଗଜପତି, ଢେଙ୍କାନାଳ, ଅନୁଗୁଳ ଏବଂ କେଉଁଝର ଭଳି ଜିଲ୍ଲାରେ ବିଦ୍ୟୁତ୍ ଆଘାତ ଲାଗି ସର୍ବାଧିକ ହାତୀଙ୍କ ମୃତ୍ୟୁ ହୋଇଛି । ତେବେ ହାତୀ ମୃତ୍ୟୁ ନେଇ ଆସିଛି…