Latest Odisha News

BREAKING NEWS

Yearly Archives

2025

SBI Credit Card: ଆପଣଙ୍କ ପାଖରେ SBI କ୍ରେଡିଟ୍ କାର୍ଡ ଅଛି କି? ଆସନ୍ତା ମାସରୁ ପରିବର୍ତ୍ତନ ହେଉଛି ନିୟମ

ନୂଆଦିଲ୍ଲୀ:ଯଦି ଆପଣଙ୍କ ପାଖରେ SBI କ୍ରେଡିଟ୍ କାର୍ଡ (SBI Credit Card) ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ । ପ୍ରକୃତରେ, ଆସନ୍ତା ମାସର ପ୍ରଥମ ତାରିଖ ଅର୍ଥାତ୍ ୧ ସେପ୍ଟେମ୍ବର ୨୦୨୫ ରୁ, SBI କାର୍ଡ ନିଜର ନିୟମ ପରିବର୍ତ୍ତନ କରିବାକୁ ଯାଉଛି ଏବଂ ଯାହାର ସିଧାସଳଖ ପ୍ରଭାବ କାର୍ଡ…

Revenue department: ରାଜସ୍ବ କର୍ମଚାରୀଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ;ମାଗିଲେ ଛୁଟିରେ ଥିବା ସମସ୍ତ…

ଭୁବନେଶ୍ବର: ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଏଥିରେ ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ସହ…

Life imprisonment: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପର୍କୀୟ ମାମୁଁକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ସୋମବାର ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଜନୈକ  ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିବା ଭଳି ସଙ୍ଗୀନ ମାମଲାର ରାୟ ପ୍ରକାଶ କରିଛନ୍ତି।  ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଳିଆ ନାହାକକୁ  ଆଜୀବନ ସଶ୍ରମ କାରାଦଣ୍ଡାଦେଶ (…

Junior Men’s Hockey Team: ରୌପ୍ୟ ପଦକ ବିଜେତା ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର:୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କୁ…

ମିଳିଲା ଗ୍ରୀନ ସିଗ୍ନାଲ; ଖୁବଶୀଘ୍ର ରିଲିଜ ହେବ ଯୋଗୀଙ୍କ ‘ଅଜୟ’

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ରିଲିଜ ପାଇଁ ବର୍ତ୍ତମାନ୍ ବମ୍ୱେ ହାଇକୋର୍ଟ ତରଫରୁ ସବୁଜ ସଂକେତ ମିଳିଯାଇଛି। ନିର୍ମାତା ମାନେ ଖୁବ୍ ଶୀଘ୍ର ଫିଲ୍ମର ରିଲିଜ ଡେଟ୍ ନେଇ ଘୋଷଣା କରିବେ। ସୂଚନା ଅନୁଯାୟୀ, କୋର୍ଟରେ ଆବେଦନକାରୀ…

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୫ତମ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ମୋଟ ୩ଟି ବିଭାଗର ୪ଟି…

Seaplane Services: ‘ରାଜ୍ୟରେ ଖୁବ୍‌ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ’

ଭୁବନେଶ୍ବର:କମ୍‌ ସମୟରେ, କମ୍‌ ଭଡ଼ାରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲିବେ ପର୍ଯ୍ୟଟକ । ଆଉ ତାହା ବି ପୁଣି ହେଲିକପ୍ଟରରେ । ଓଡ଼ିଶାରେ ଖୁବ୍‌ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ । ଆଜି ସୂଚନା ଦେଇଛନ୍ତି ବାଣିଜ୍ୟ ଏବଂ ପରିବହନ ସଚିବ ଉଷା ପାଢୀ । ଆଜି ଭୁବନେଶ୍ୱରରେ…

ଅବସର ପୂର୍ବରୁ ଶେଷଥର ପାଇଁ ଉଡ଼ିଲା ମିଗ୍-୨୧

ନୂଆଦିଲ୍ଲୀ: ମିଗ୍-୨୧ ସହିତ ଭାରତୀୟ ବାୟୁସେନା ମୁଖ୍ୟ ଏପି ସିଂହ ନିଜର ଉଡ଼ନ୍ତା କ୍ୟାରିଅର ଆରମ୍ଭ କରିଥିଲେ ଓ ଶେଷ ଥର ପାଇଁ ଏହି ଲଢ଼ୁଆ ବିମାନ ଉଡ଼ାଇବା ପୂର୍ବରୁ ମଧ୍ୟ ସେ ତାଲିମ ନେଇଥିଲେ। ତେବେ ଗତ ସପ୍ତାହରେ ସେ ନାଲ୍ ବାୟୁସେନା ଷ୍ଟେସନରୁ ମିଗ୍-୨୧ ଉଡ଼ାଇଥିଲେ। ସେ ଏହାକୁ…

ପିତାମାତା ହେବାକୁ ଯାଉଛନ୍ତି ପରିଣୀତି-ରାଘବ, ଭାବବିହ୍ୱଳ ପୋଷ୍ଟ ସେୟାର କଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢ଼ା ବିବାହର ଦୁଇ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ପରିଣୀତି ଓ ତାଙ୍କ ସ୍ୱାମୀ ରାଘବ କପିଲ ଶର୍ମାଙ୍କ କମେଡି ଶୋ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ'ରେ ଆସିଥିବା ବେଳେ ତାଙ୍କ ଗର୍ଭଧାରଣକୁ ନେଇ ଅନେକ…

ସ୍ୱର୍ଣ୍ଣ ସହ ୱେଟଲିଫ୍ଟର ମୀରାବାଈ ଚାନୁଙ୍କ ସଫଳ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…