Latest Odisha News

BREAKING NEWS

Yearly Archives

2025

INS Himgiri, Udaygiri: ଆସନ୍ତାକାଲି ଜଳାବତରଣ କରିବ ଯୁଦ୍ଧଜାହାଜ ଉଦୟଗିରି ଏବଂ ହିମଗିରି; ଜାଣନ୍ତୁ ଉଭୟଙ୍କ…

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଦୁଇଟି ଆଧୁନିକ ଫ୍ରଣ୍ଟଲାଇନ୍ ଯୁଦ୍ଧଜାହାଜ, ଉଦୟଗିରି (F35) ଏବଂ ହିମଗିରି (F34) ଅଗଷ୍ଟ ୨୬ ତାରିଖରେ ଭାରତୀୟ ନୌସେନାରେ ସାମିଲ ହେବ। ଏହି ଦୁଇଟି ଅତ୍ୟାଧୁନିକ ଯୁଦ୍ଧଜାହାଜ ବିଶାଖାପାଟଣାରେ ଜଳାବତରଣ କରାଯିବ। ପୂର୍ବ ନୌସେନା କମାଣ୍ଡର ଅଧିକାରୀମାନେ ଏହି…

ରୁଟଙ୍କୁ ନେଇ ସଚିନଙ୍କ ଭବିଷ୍ୟବାଣୀ ହେଉଛି ସତ

ମୁମ୍ବାଇ: ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜୋ ରୁଟ ଏବେ ଟେଷ୍ଟ କ୍ରିକେଟରେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ପାଇଁ ନିକଟତର ହୋଇଛନ୍ତି । ରୁଟ ୧୫୮ ଟେଷ୍ଟରେ ୧୩୫୪୩ ରନ ସଂଗ୍ରହ କରି ନେଇଛନ୍ତି । ଅପରପକ୍ଷରେ ସଚିନ ୨୦୦ ଟେଷ୍ଟରେ ୧୫୯୨୧ ରନ କରି ଏବେ ବି ଶୀର୍ଷ…

ସ୍ପାରେ ଚାଲିଥିଲା ଦେହ ବ୍ୟବସାୟ, କ୍ରୁ ସଦସ୍ୟଙ୍କ ସହ କୋଷ୍ଟଗାର୍ଡ କର୍ମଚାରୀ ଗିରଫ

କଟକ: କଟକ-ପାରାଦୀପ ରାଜପଥ ପାଖରେ ଥିବା ତାରେନିଗଡାରେ ଏକ ସ୍ପାରେ ଚାଲିଥିବା ଦେହ ବ୍ୟବସାୟର ପୋଲିସ ପର୍ଦ୍ଦାଫାସ କରିଛି। IOCL ରିଫାଇନାରୀରୁ ଡିଜେଲ ରପ୍ତାନି ପାଇଁ ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜର ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ଚାରି ଜଣ ଗ୍ରାହକଙ୍କୁ ଶନିବାର ଦିନ ପୋଲିସ ଗିରଫ…

‘ଅପରେସନ ସିନ୍ଦୂର’ରେ ସୀମାବର୍ତି ଲୋକଙ୍କ ଭୂମିକା ପ୍ରମୁଖ ଥିଲା: ରାଜନାଥ ସିଂହ

ନୂଆଦିଲ୍ଲୀ: 'ଅପରେସନ ସିନ୍ଦୂର' ସମୟରେ ସୀମାନ୍ତ ଅଞ୍ଚଳର ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଲୋକ ମାନେ ପ୍ରଶାସନ ଏବଂ ସେନାକୁ ସମସ୍ତ ପ୍ରକାରର ସମର୍ଥନ ଦେଇଥିଲେ। ଏନେଇ ସୋମବାର ଦିନ ଯୋଧପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ହେଡଙ୍କ ଶତକ ମାନେ ବିଜୟ ସୁନିଶ୍ଚିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡଙ୍କୁ ନେଇ ଏକ ଅଜବ ସଂଯୋଗ ଯୋଡି ହୋଇଯାଇଛି । ହେଡ ଯେଉଁ ମ୍ୟାଚରେ ଶତକ ହାସଲ କରିଛି ଦଳ ସୁବିଧାରେ ବିଜୟ ହାସଲ କରିଛି । ଅନ୍ୟ ଅର୍ଥରେ ହେଡଙ୍କ ଶତକ ମାନେ ବିଜୟ ସୁନିଶ୍ଚିତ । ହେଡ ସେହି ଭାଗ୍ୟଶାଳୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ…

Odisha Migration: ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ: ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବଡ଼…

ଭୁବନେଶ୍ୱର: ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ। କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି…

Puri-Patna Train: ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା-ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: ଆସନ୍ତା ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ପରିଚାଳନା କରିବା ଏବଂ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ, ଭାରତୀୟ ରେଳବାଇ ପାଟନା ଏବଂ ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌ ସେବା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି । ସ୍ୱତନ୍ତ୍ର…

Odisha Flood Situation: ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ବନ୍ୟା ପାଣି ଛାଡ଼ିଲେ…

ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀଜଳ ପ୍ରବାହିତ ହେଉଥିବାବେଳେ ଜଳକା ଜଳସ୍ତର ବଢ଼ୁଛି। ରାଜ୍ୟରେ ଏହି ବନ୍ୟା ସ୍ଥିତିକୁ ନଜରରେ ରଖି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ…

Cadet Pilot Program: କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମରେ ଓଡ଼ିଆ ଆଦିବାସୀ ଝିଅ ମାନଙ୍କୁ ପାଇଲଟ୍ ପାଇଁ ଦିଆଯିବ…

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଆୟୋଜିତ ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବଡ ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରୟାସ ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଆଭିଏସନ ଆସେଟସ୍ ଆଣ୍ଡ…

ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ଏହି ବର୍ଷର ମର୍ଯ୍ୟାଦାଜନକ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ଏନେଇ ସୋମବାର ଦିନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଶିକ୍ଷକ ଦ୍ବୟ ହେଉଛନ୍ତି ବସନ୍ତ କୁମାର ରାଣା ଏବଂ ତରୁଣ କୁମାର ଦାଶ। ବସନ୍ତ ମାଲକାନଗିରି…