Latest Odisha News

BREAKING NEWS

Yearly Archives

2025

Voter Adhikar Yatra: ବିହାରରେ ବିରୋଧୀ ଚକ୍ରବ୍ୟୂହ !

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି। ରାହୁଲ ଗାନ୍ଧୀ ଓ ତେଜସ୍ବୀ ଯାଦବଙ୍କ ଭୋଟର ଅଧିକାର ଯାତ୍ରା ଇଣ୍ଡିଆ ମେଣ୍ଟର ଯୋଶ୍ ବଢାଇଛି। ସାସାରାମର ଗାନ୍ଧୀ ମଇଦାନରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରାରେ ରାହୁଲ ଓ ତେଜସ୍ବୀଙ୍କ ସହ ରାଜନୈତିକ କଦମତାଲ୍ କରିବେ ବିରୋଧୀ…

Governor Meets Naveen: ନବୀନଙ୍କୁ ଭେଟିଲେ ରାଜ୍ୟପାଳ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସ ଯାଇ ବିରୋଧୀ ଦଳ ନେତାଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସ ଯାଇ…

Dar and Yunus Discuss: ଢାକାରେ ଡାର୍-ୟୁନୁସ ମିଟ୍, ଭାରତକୁ କେତେ ବିପଦ?

ନୂଆଦିଲ୍ଲୀ: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାର ଶନିବାର ଦୁଇ ଦିନିଆ ଗସ୍ତରେ ବାଂଲାଦେଶରେ ପହଞ୍ଚିଛନ୍ତି। ଗତ ୧୩ ବର୍ଷ ମଧ୍ୟରେ ଏହା ଜଣେ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀଙ୍କ ବାଂଲାଦେଶର ପ୍ରଥମ ରାଷ୍ଟ୍ର ଗସ୍ତ। ଗତ ବର୍ଷ ଅଗଷ୍ଟରେ ଶେଖ ହସିନାଙ୍କ ସରକାରର…

Submarine Deal: ନୌସେନାକୁ ବୁଷ୍ଟ କରିବ ସବ୍‌ମରିନ୍ ଡିଲ୍, ଜର୍ମାନୀଠାରୁ ୬ ବୁଡ଼ାଜାହାଜ କିଣିବ ଭାରତ

ନୂଆଦିଲ୍ଲୀ: ଭାରତ ସରକାର ବାୟୁସେନା ଓ ନୌସେନାର ଶକ୍ତି ବଢ଼ାଇବା ପାଇଁ ଦୁଇଟି ବଡ଼ ଚୁକ୍ତି ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଛଅ ମାସ ଧରି ଅଟକି ରହିବା ପରେ, କେନ୍ଦ୍ର ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମଝଗାଓଁ ଡକ୍‌ୟାର୍ଡସ ଲିମିଟେଡ୍ (MDL)କୁ ପ୍ରୋଜେକ୍ଟ ୭୫ ଇଣ୍ଡିଆ (P-75I) ଅଧୀନରେ…

ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା ‘ଉଡାନ ଯାତ୍ରୀ’ କାଫେ; ୧୦ ଟଙ୍କାରେ..

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ସୋମବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଯାତ୍ରୀଙ୍କ ପାଇଁ ସୁଲଭ ଖାଦ୍ୟ ଏବଂ ପାନୀୟ ବିକଳ୍ପ ସହିତ 'ଉଡାନ ଯାତ୍ରୀ' କାଫେର ଉଦଘାଟନ କରିଛନ୍ତି। ଏହି ପଦକ୍ଷେପ ସମସ୍ତ…

India-Russia Oil Trade: କେମିତି ୟୁକ୍ରେନ ଯୁଦ୍ଧରେ ରୁଷକୁ ସାହାଯ୍ୟ କରୁଛି ଭାରତ?, ତେଲ କିଣା ବନ୍ଦ ଭାରତକୁ କେତେ…

ନୂଆଦିଲ୍ଲୀ: ତେଲକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ବିବାଦ ଚାଲିଛି। ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ହ୍ବାଇଟ୍ ହାଉସ୍ ପ୍ରେସ ସଚିବ, ଆଉ ଏବେ ଉପରାଷ୍ଟ୍ରପତି ଜେଡି ଭାନ୍ସ ବି ଦାବି କରିଛନ୍ତି ଯେ, ଭାରତ ରୁଷରୁ ତେଲ କିଣି, ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଦେଉଛି । ଯାହାକୁ…

River Embankment Broke: ଭାଙ୍ଗିଲା ନଦୀବନ୍ଧ: କାଣୀନଦୀରେ ୫୦ ଫୁଟର ଘାଇ, ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର: ବଢୁଛି ବୈତରଣୀ ଜଳସ୍ତର । ଯାଜପୁର ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ମୁସଲିମ ବସ୍ତି ନିକଟରେ ସୃଷ୍ଟି ହୋଇଛି ଘାଇ । ବୈତରଣୀର ଶାଖା ନଦୀ କାଣୀନଦୀରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ବୈତରଣୀ ନଦୀରେ ତୃତୀୟ…

India US Tariff: ଭାରତ କେବଳ ସେହି ସ୍ଥାନରୁ ତେଲ କିଣିବ ଯେଉଁଠାରୁ ତାକୁ ସର୍ବୋତ୍ତମ ଡିଲ୍ ମିଳିବ…ଆମେରିକାର…

ନୂଆଦିଲ୍ଲୀ: ଆମେରିକା ଋଷ ସହିତ ତୈଳ ବାଣିଜ୍ୟ କରିବା ନେଇ ଭାରତକୁ ଲଗାତାର ଟାର୍ଗେଟ କରୁଛି। ଏହା ସହିତ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତୈଳ କିଣିବା ପାଇଁ ଦେଶ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଏହି ସମୟରେ, ଭାରତ ଏବେ ଏହାର ତୈଳ ବାଣିଜ୍ୟ ସମ୍ପର୍କରେ ଏକ…

YouTuber Missing: ରିଲ୍ ନିଶା ହେଲା କାଳ: ଡୁଡୁମା ଜଳପ୍ରପାତରେ ଭାସିଗଲେ ୨୨ ବର୍ଷୀୟ ୟୁଟ୍ୟୁବର, ମିଳୁନି ପତ୍ତା….

କୋରାପୁଟ: ରିଲ୍ସ ପାଇଁ ଜୀବନକୁ ଲଗାଇଲେ ବାଜି । ପ୍ରଖର ସ୍ରୋତରେ ଭାସିଗଲେ ୟୁଟ୍ୟୁବର । ବ୍ରହ୍ମପୁରର ଜଣେ ୨୨ ବର୍ଷୀୟ YouTuber ସାଗର ଟୁଡୁ, ଶନିବାର ଦିନ କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ ଭାସିଯାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁ ନାହିଁ । ମିଳିଥିବା ସୂଚନା…

Amit Shah slams Oppositions: ନୂଆ ବିଲ୍ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଶାହା, ଧନଖଡ଼ଙ୍କ ହଠାତ୍ ଇସ୍ତଫା ନେଇ ବି…

ନୂଆଦିଲ୍ଲୀ: ୧୩୦ ତମ ସଂଶୋଧନ ବିଲ୍ ଠାରୁ ଆରମ୍ଭ କରି ଜଗଦୀପ ଧନଖଡଙ୍କ ଉପରାଷ୍ଟ୍ରପତି ପଦ ଛାଡିବା ପର୍ଯ୍ୟନ୍ତ ସବୁ କିଛି ନେଇ ବଡ ମନ୍ତବ୍ୟ ରଖିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଖବରସରବରାହ ସଂସ୍ଥା ଏଏନଆଇ ସହ ଏକ ସାକ୍ଷାତକାରରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ବିରୋଧରେ…