15 Pakistanis Arrested: ଗୁଜୁରାଟ କଚ୍ଛରେ ଅନୁପ୍ରବେଶ ଉଦ୍ୟମ ବିଫଳ,୧୫ ପାକିସ୍ତାନୀ ଗିରଫ
ଅହମଦାବାଦ: ଗୁଜୁରାଟର କଚ୍ଛ ଜିଲ୍ଲାର କୋରି କ୍ରିକ୍ ଅଞ୍ଚଳରୁ ୧୫ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି ସୀମା ସୁରକ୍ଷା ବଳ (BSF) । କ୍ରିକ୍ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ବିଏସଏଫ୍ ପାଟ୍ରୋଲିଂ କରିବାବେଳେ ଜାଣିବାକୁ ପାଇଥିଲା ଏହି ସମୟରେ ଯବାନମାନେ ଏକ…