Marijuana Seized: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ୪ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୁଣି ୪ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ଜବତ କଲା ଡିଆରଆଇ । ବ୍ୟାଙ୍କକରୁ ଭୁବନେଶ୍ୱର ଆଣିବା ବେଳେ ଧରିଲା କଷ୍ଟମ୍ ବିଭାଗ । ମାମଲାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ ବିଭାଗ । ଏହି ୨ ଜଣ…