Latest Odisha News
Yearly Archives

2025

sunflower seed health benefits:ପ୍ରତିଦିନ ମୁଠାଏ ସୂର୍ଯ୍ୟମୁଖୀ ମଞ୍ଜି ଖାଆନ୍ତୁ,ମିଳିବ ଅନେକ ଲାଭ…

ଭୁବନେଶ୍ବର: ଯଦି ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣ ଆପଣଙ୍କ ଖାଦ୍ୟରେ ସୂର୍ଯ୍ୟମୁଖୀ ମଞ୍ଜି ସାମିଲ କରନ୍ତୁ। ଏହି ଛୋଟ ମଞ୍ଜିଗୁଡ଼ିକ ପୋଷକତତ୍ତ୍ବର ଏକ ଭଣ୍ଡାର। ଏଗୁଡ଼ିକ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଏହି ମଞ୍ଜିରେ…

Weather Update: ଆସନ୍ତା ୨୭ ଯାଏଁ ଭିଜିବ ଓଡ଼ିଶା, ଏହି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲାର୍ଟ ଜାରି….

ଭୁବନେଶ୍ଵର: ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।ଝାଡ଼ଖଣ୍ଡ ଆଡକୁ ଲଘୁଚାପ ପ୍ରଣାଳୀ ଗତି କରୁଥିବାରୁ ଆଇଏମଡି ବିଭିନ୍ନ ଜିଲ୍ଲା ପାଇଁ ହଳଦିଆ ସତର୍କତା…

fennel seeds benefits: ପାନମଧୁରୀ ଚୋବାଇ ଖାଇବା ନା ଏହାର ପାଣି ପିଇବା ଭଲ..?

ଭୁବନେଶ୍ବର:ପାନମଧୁରୀରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଏଥିରେ ଭିଟାମିନ୍ ସି ଠାରୁ ଆରମ୍ଭ କରି ଆଇରନ ଏବଂ ମ୍ୟାଗ୍ନେସିୟମ ପର୍ଯ୍ୟନ୍ତ ପୋଷକ ତତ୍ତ୍ୱ ରହିଥାଏ। ଗ୍ରୀଷ୍ମ ଋତୁରେ ପାନମଧୁରୀ ଖାଇବା ବହୁତ ଲାଭଦାୟକ ବୋଲି କୁହାଯାଏ। ଏହା ଶରୀରକୁ ଥଣ୍ଡା ରଖିବା ଏବଂ ପାଚନ କ୍ରିୟାକୁ…

ଶ୍ରୀ ଭାଗବତ ସାର ୧୩୭: କେବଳ ସ୍ୱାଦ ଯୁକ୍ତ ଖାଦ୍ୟ ଅନ୍ୱେଷଣରେ ସମୟ ନଷ୍ଟ ନକରି ଭଗବତ ଚିନ୍ତନରେ ସମୟ ନିବେଶ କରିବା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକାଦଶ ସ୍କନ୍ଦ ବର୍ଣ୍ଣିତ ଅବଧୂତଙ୍କ ଚବିଶି ଗୁରୁ ପ୍ରସଙ୍ଗ ଆଲୋଚନା ମାଧ୍ୟମରେ ଆମେ ଆଠ ଜଣ ଗୁରୁଙ୍କୁ ଜାଣିସାରିଲେଣି। ଯେଉଁଥିରେ ପ୍ରତୀୟ ମାନ ହୁଏ ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ଗୁଣକୁ ଆଧାର କରି ଅବଧୂତ ଗୁରୁ ବରଣ…

John Bolton:ଭାରତ ଉପରେ ଟ୍ରମ୍ପଙ୍କ ଟାରିଫକୁ ସମାଲୋଚନା କରିଥିବା ଜନ ବୋଲ୍‌ଟନଙ୍କ ଘରେ ଏଫବିଆଇ ଚଢାଉ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ସୁରକ୍ଷା ପରାମର୍ଶଦାତା ତଥା ବର୍ତ୍ତମାନ ତାଙ୍କର କଠୋର ସମାଲୋଚକ ଜନ୍ ବୋଲ୍ଟନ(John Bolton)ଙ୍କ ଘରେ ଏଫବିଆଇ (FBI) ଚଢାଉ କରିଛି। ସୂଚନାଥାଉକି ବୋଲ୍ଟନ୍ ଟ୍ରମ୍ପଙ୍କ ଭାରତ ସହିତ ସମ୍ପର୍କ ନୀତି ଏବଂ ଦଣ୍ଡାତ୍ମକ ଶୁଳ୍କ…

Pm Modi to visit Japan, China: ପିଏମ୍ ମୋଦୀ ଏହି ଦିନ ଜାପାନ ଏବଂ ଚୀନକୁ କରିବେ ଗସ୍ତ…ଜାଣନ୍ତୁ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୨୯-୩୦ ଅଗଷ୍ଟ ୨୦୨୫…

କୋର୍ସ ସରିବା ସତ୍ତ୍ବେ ସାର୍ଟିଫିକେଟ ନ ଦେବା ପଡ଼ିଲା ମହଙ୍ଗା; ୨୯ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ…

ଭୁବନେଶ୍ବର:କୋର୍ସ ସରିବା ସତ୍ତ୍ବେ ସାର୍ଟିଫିକେଟ ନ ଦେବା ପଡ଼ିଲା ମହଙ୍ଗା । ନଖରା ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜକୁ ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ । ୨୯ ଜଣ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାର୍ଟିଫିକେଟ ବାବଦକୁ ଆହୁରି ୨୦ ହଜାର…

Vedanta Jharsuguda: ଜୀବିକା ନିର୍ବାହ, ବୟନ ପରିବର୍ତ୍ତନ: ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଜୀବନ ଗଠନରେ ସାହାଯ୍ୟ…

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳରେ, ପ୍ରାଚୀନ ପରମ୍ପରା ଏବଂ ନିପୁଣ କାରିଗରୀ ଦୀର୍ଘକାଳ ଧରି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି। ସମ୍ବଲପୁରୀ ହସ୍ତତନ୍ତର ସ୍ପନ୍ଦନଶୀଳ ଢାଂଚାଠାରୁ ଟେରାକୋଟା କଳାର ମାଟିର ସୁନ୍ଦରତା ପର୍ଯ୍ୟନ୍ତ, ଏହି ସାଂସ୍କୃତିକ ଅଭିବ୍ୟକ୍ତିଗୁଡ଼ିକ ପିଢ଼ି ପରେ…

Odisha police: ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ  ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ  ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ  ଚାନ୍ଦା ଆଦାୟକାରୀଙ୍କ…

Odisha Civil Service 2023: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସେସ୍ – ୨୦୨୩ର ମେନ୍ ଏଗଜାମ ରେଜଲ୍ଟ

କଟକ: ପ୍ରକାଶ ପାଇଲା ୨୦୨୩ OCS ଲିଖିତ ପରୀକ୍ଷା ଫଳ। ଓଡ଼ିଶା ସିଭିଲ ସର୍ଭିସେସ୍ – ୨୦୨୩ର ମେନ୍ ଏଗଜାମରେ ୮୦୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୨୯୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଓପିଏସସି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି। ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି…