କୋହଲି, ପଂଟିଂଙ୍କ ତୁଳନାରେ ଆଗରେ ରୋହିତ
ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଏବଂ ଟି୨୦ରୁ ଅବସର ନେଇ ସାରିଛନ୍ତି । ୧୦୦ରୁ ଅଧିକ ମ୍ୟାଚରେ ନେତୃତ୍ୱ ନେଇଥିବା ଅଧିନାୟକଙ୍କ ମଧ୍ୟରେ ରୋହିତଙ୍କ ବିଜୟ ପ୍ରତିଶତ ଅଧିକ ରହିଛି । ସେ ଏଥିରେ ରିକି ପଂଟିଂ, ଷ୍ଟିଭ ୱ, ହ୍ୟାନ୍ସି କ୍ରୋନିଏ ଓ ବିରାଟ…