Latest Odisha News

BREAKING NEWS

Yearly Archives

2025

School Student: ଏଣିକି ସରକାରୀ ବସରେ ମାଗଣା ଯିବେ ଛାତ୍ରଛାତ୍ରୀ: ମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ଘୋଷଣା । ଏବେ ସରକାରୀ ବସ୍‌ରେ ମାଗଣା ସ୍କୁଲ୍ ଯାଇପାରିବେ ଛାତ୍ରଛାତ୍ରୀ । ନିଜର ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ୍ ଯିବେ ଛାତ୍ରଛାତ୍ରୀ ବୋଲି କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ । ଏହାସହ ମନ୍ତ୍ରୀ ଆହୁରି…

Stray Dogs: ରାସ୍ତାରେ ବୁଲିବେ ନା ଆଶ୍ରୟସ୍ଥଳକୁ ଯିବେ ବୁଲା କୁକୁର?, ବଡ ଘୋଷଣା କରିଦେଲେ ସର୍ବୋଚ୍ଚ କୋର୍ଟ…..

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରୁ ବୁଲା କୁକୁରମାନଙ୍କୁ ହଟାଇବା ଏବଂ ସେମାନଙ୍କୁ ସ୍ଥାୟୀ ଭାବରେ ଆଶ୍ରୟସ୍ଥଳରେ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତାଙ୍କ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆମେ ପୂର୍ବ ଆଦେଶରେ କିଛି ସଂଶୋଧନ କରୁଛୁ। ଜଷ୍ଟିସ୍ ବିକ୍ରମ ନାଥ ଆଦେଶ ପଢିବା ସମୟରେ…

Vigilance Raid: ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: କଟକ ଚୌଦ୍ବାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ । ସ୍କାନର୍‌ରେ ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ ଜଣିଆ ଟିମ୍‌ର ଚଢାଉ ଚାଲି‌ଛି । ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା…

Weather update: ୨୫ରେ ଆଉ ଏକ ଲଘୁଚାପ; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ! ଅରେଞ୍ଜ ଆଲର୍ଟ ଜାରି..

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୫ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ…

Forester suspend: ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଅଭିଯୋଗ: ଫରେଷ୍ଟର ସସପେଣ୍ଡ

ନବରଙ୍ଗପୁର: ଜଙ୍ଗଲ ଜମି ଦେବା ନାଁରେ ଲୁଟ୍ ଅଭିଯୋଗ ହୋଇଛି । ଏନେଇ ଜଣେ ଫରେଷ୍ଟରଙ୍କୁ ସସପେଣ୍ଡ କରାଯାଇଛି । ଫରେଷ୍ଟର ଜଣଙ୍କ ହେଲେ ରାଇଘର ଫରେଷ୍ଟର ପ୍ରଦୀପ୍ତ ଦାସ । ତାଙ୍କୁ ନିଲମ୍ବିତ କରିଛନ୍ତି ଡିଏଫଓ । ତେବେ ମିଳିଥିବା ଖବର ଅନୁସାରେ, ୨୦୨୩ରେ ଆଦିବାସୀଙ୍କୁ ଜଙ୍ଗଲ ଜମି ଯୋଗାଇବା…

Bhadrapada Amavasya 2025: ଭାଦ୍ରପଦ ଅମାବାସ୍ୟାରେ ପିତୃପୁରୁଷଙ୍କୁ ଏହିପରି କରନ୍ତୁ ସନ୍ତୁଷ୍ଟ..

ଭୁବନେଶ୍ବର:ଭାଦ୍ରପଦ ଅମାବାସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ତିଥି, ଯାହାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ଆପଣଙ୍କର ପିତୃପୁରୁଷମାନଙ୍କୁ ଖୁସି କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ଭାଦ୍ରପଦ ଅମାବାସ୍ୟାରେ କିଛି ସହଜ ଏବଂ ଛୋଟ ଛୋଟ ଦାନ କରି ପୁଣ୍ୟ ଅର୍ଜନ କରିପାରିବେ। ଏହି…

ଆଇପିଏସ ସ୍ତରରେ ଅଦଳବଦଳ; ପୁରୀ ଏସ୍ପି ହେଲେ ପ୍ରତୀକ ସିଂହ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ୧୮ ଜଣ ଆଇପିଏସ ଏବଂ ଓପିଏସ ଅଧିକାରୀଙ୍କୁ ଅଦଳ ବଦଳ କରି ନୂଆ ନିଯୁକ୍ତି ଦେଇଛନ୍ତି। ଏ ସମସ୍ତ ନୂତନ ନିଯୁକ୍ତିକୁ ନେଇ ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ୧୯୯୫ ବ୍ୟାଚ୍…

ଶ୍ରୀ ଭାଗବତ ସାର ୧୩୬: ଅଗ୍ନି ବିନା ସୁସ୍ଥ ଜୀବନ ଯାପନ ସମ୍ଭବ ନୁହେଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଚବିଶି ଗୁରୁ ବର୍ଣନା ମଧ୍ୟରେ ଅବଧୂତ ପ୍ରଥମେ ପଞ୍ଚମହାଭୂତଙ୍କ ଠାରୁ ବିଭିନ୍ନ ଶିକ୍ଷା ଗ୍ରହଣ କରିବାକୁ ଲାଗିଲେ ଏହି କ୍ରମରେ ପୃଥିବୀ, ପବନ, ଆକାଶ, ଜଳ ଆଲୋଚନା ସାରିବା ପରେ ଏଵେ ଆଲୋଚନା କରିବା ପଞ୍ଚମ ତଥା…

୧୨ ଓପିଏସ୍ ଅଧିକାରୀଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ନୂତନ ପୋଷ୍ଟିଂ ପାଇଥିବା ପ୍ରାୟ ୧୨ ଜଣ ଓପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ଖବର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ଯାହା ତୁରନ୍ତ କାର୍ଯ୍ୟକାରୀ ହେବ। ତେବେ ନିମ୍ନଲିଖିତ ଅଧିକାରୀମାନଙ୍କୁ ବଦଳି…

୩ ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତ ହେବେ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ୍ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା…