Latest Odisha News

BREAKING NEWS

Yearly Archives

2025

ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ମଜବୁତ ପାଇଁ ବିଏସଇ ଓ ସିଏଚଏସଇର ମିଶ୍ରଣ

ଭୁବନେଶ୍ୱର: ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (Board of Secondary Education) ଓ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ (Council of Higher Secondary Education)କୁ ଏକ ବୋର୍ଡରେ…

MRI ଓ CT Scan ମଧ୍ୟରେ କଣ ଫରକ ? ଜାଣି ରଖନ୍ତୁ ନ ହେଲେ…

ନୂଆଦିଲ୍ଲୀ: ଶରୀର ବାହାରେ କୌଣସି ଆଘାତ କିମ୍ବା ରୋଗ ହେଲେ ତାହା ସହଜରେ ଜଣାପଡ଼ିଯାଏ। କିନ୍ତୁ ଯଦି ଶରୀର ଭିତରେ କୌଣସି ଆଘାତ କିମ୍ବା ରୋଗ ହୁଏ, ତେବେ ତାହା ଜାଣିବା ପାଇଁ ଅନେକ ପରୀକ୍ଷା ଓ ସ୍କାନ କରାଇବାକୁ ପଡ଼ିଥାଏ। ଆଜିକାଲି ଶରୀରର ଭିତର ସମସ୍ୟା ଜାଣିବା ପାଇଁ CT ସ୍କାନ ଓ MRI…

କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା, ଧନ୍ୟବାଦ ଦେଲେ…

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ…

ଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI

ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, ଯାହା ଦ୍ୱାରା କଣ୍ଟେଣ୍ଟ…

ୟୁକ୍ରେନକୁ ପୂରା ଧ୍ୱଂସ କରିଦେବ ଋଷ, ପୁଣି ଆକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ଆଲାସ୍କାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଓଭାଲ ହାଉସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହ ବୈଠକ ସତ୍ତ୍ୱେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ କୌଣସି ସଫଳତା…

ଟ୍ୟୁସନ୍ ଯାଇ ଫେରିଲାନି ୮ ବର୍ଷର ବାଳକ; ଅପହରଣ ଅଭିଯୋଗ କଲେ ପରିବାର

ଭୁବନେଶ୍ୱର: ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ଆଠ ବର୍ଷର ବାଳକ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ…

ଭାରତ ଏ ପକ୍ଷରୁ ଖେଳି ପାରନ୍ତି ରୋହିତ

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତୀୟ ମ୍ୟାଚକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟେଷ୍ଟ ଏବଂ ଟି୨୦ରୁ ଅବସର ନେବା ପରେ ରୋହିତ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ଭାରତ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ଏହି…

ବରିଷ୍ଠ OAS ଲଲାଟେନ୍ଦୁ ସାହୁ ଓଡ଼ିଶା ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ

ଭୁବନେଶ୍ବର: ବରିଷ୍ଠ OAS ଲଲାଟେନ୍ଦୁ ସାହୁ ଓଡ଼ିଶା ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ବରିଷ୍ଠ OAS ଅଧିକାରୀ ଲଲାଟେନ୍ଦୁ…

ଜାତୀୟ ଜୁନିୟର ହକି: ହରିୟାଣାକୁ ଫାଇନାଲରେ ଭେଟିବ ଓଡିଶା

ଭୁବନେଶ୍ୱର: ଜାତୀୟ ଜୁନିୟର ପୁରୁଷ ହକିରେ ଓଡିଶା ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ଓଡିଶା ୩-୨ରେ ପଞ୍ଜାବକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ଓଡିଶା ଓ ହରିୟାଣା ମଧ୍ୟରେ ମୁକାବିଲା ହେବ । ହରିୟାଣା ଅନ୍ୟ ଏକ ସେମିରେ ଉତରପ୍ରଦେଶକୁ…

ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ ଓ ସୁନ୍ଦରଗଡ଼

ଭୁବନେଶ୍ୱର: ଭାରତର ୧୦୦ଟି ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ଓଡ଼ିଶାର ଗଞ୍ଜାମ ଏବଂ ସୁନ୍ଦରଗଡ଼ ରହିଛି। ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ରାଜ୍ୟ ପରିବହନ ବିଭାଗକୁ ଦେଇଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏକ ଘରୋଇ ସଡ଼କ ସୁରକ୍ଷା ସଂସ୍ଥା ଦ୍ୱାରା…