Latest Odisha News

BREAKING NEWS

Yearly Archives

2025

ଶ୍ରେୟାଶ ଆୟାରଙ୍କୁ ଆଉ ଏକ ଝଟକା

ମୁମ୍ବାଇ: ଏସିଆ କପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏଥିରେ ଶ୍ରେୟାଶ ଆୟାରଙ୍କୁ ସ୍ଥାନ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଇତି ମଧ୍ୟରେ ଶେୟାଶଙ୍କୁ ଆଉ ଏକ ଝଟକା ଲାଗିଛି । ମୁମ୍ବାଇ ଟିମର ନିୟମିତ ଅଧିନାୟକ ଅଜିଙ୍କ୍ୟ ରାହାଣେ ତାଙ୍କ ପଦରୁ ଓହରି ଯାଇଥିଲେ ।…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ପାଇଁ ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ଟି୨୦ ମୁକାବିଲାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ସବୁଜ ସଙ୍କେତ ମିଳିଛି । ଭାରତ ସରକାର ଏଥି ନିମନ୍ତେ ଅନୁମତି ପ୍ରଦାନ କରିଛି । ସେପ୍ଟମ୍ବର ୧୪ରୁ ଦୁବାଇରେ ଏହା ଆରମ୍ଭ ହେବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଶେଷ…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମଧୁପାଟଣା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମଣିମଠ ସାହିର କ୍ଷୀରୋଦ ସାହୁ। ଗତକାଲି ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଯାହାପରେ ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

ଟିମ ଇଣ୍ଡିଆ ପାଇଁ ନୂଆ ଟେଷ୍ଟ ଆଣିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କ ଫିଟନେସ ପରଖିବା ପାଇଁ ନୂଆ ଟେଷ୍ଟ ଆଣିଛି । ଏବେ ଖେଳାଳିମାନଙ୍କୁ ନିଜ ଫିଟନେସ ପ୍ରମାଣ କରିବା ପାଇଁ ଏହି ବ୍ରୋଙ୍କୋ ଟେଷ୍ଟରେ ପାସ ହେବାକୁ ପଡିବ । ରଗବୀ ଖେଳାଳିମାନଙ୍କ ପାଇଁ ବିଶେଷ ଭାବେ ଏହି ଟେଷ୍ଟ କରାଯାଇଥାଏ…

Road Safety Awareness: ପାର୍ବଣରେ ସମସ୍ତ ପୂଜା ମଣ୍ଡପଗୁଡିକରେ ପ୍ରଦର୍ଶିତ ହେବ ସଡ଼କ ସୁରକ୍ଷା ବାର୍ତ୍ତା

କଟକ/ଭୁବନେଶ୍ୱର: ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ମା’ଙ୍କ ଆଶୀର୍ବାଦ ସହ ପରିବାରର ସୁରକ୍ଷା ପାଇଁ ହେବେ ସଚେତନ। ଏଥିପାଇଁ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ। କେବଳ ସେତିକି ନୁହେଁ, ନିଜ ଅଞ୍ଚଳକୁ ଦୁର୍ଘଟଣା ମୁକ୍ତ କରିବା ଦିଗରେ ସହଯୋଗ କରିବାକୁ ସାହି…

କାହିଁକି ଆତ୍ମାହୁତି ଧମକ ଦେଲେ ହୋମଗାର୍ଡ ସଂଘର ସଭାପତି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସମସ୍ୟାର ସମାଧାନ ନ କଲେ ଓଡ଼ିଶା ହୋମଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ ଅଗଷ୍ଟ ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମଦାହ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ, ସେ ପୁରୁଣା ଓଡ଼ିଶା ହୋମଗାର୍ଡ ଆଇନ, ୧୯୬୧କୁ ମୌଳିକ…

MoU Signed: ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଓ ବିସିକେଆଇସି ଫାଉଣ୍ଡେସନ୍ ସହ ଏମଓୟୁ ସ୍ୱାକ୍ଷର, ସ୍ୱାସ୍ଥ୍ୟସେବା…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ନବସୃଜନକୁ ଆଗକୁ ବଢାଇବା ଏବଂ କ୍ଲିନିକାଲ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ଆଜି କିଟ୍-ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର (କିଟ୍-ଟିବିଆଇ) ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି)…

Odisha CM’s Wife Surgery: ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀଙ୍କର ହେଲା ସଫଳ ଅସ୍ତ୍ରୋପଚାର, ସ୍ଥିର ରହିଛି…

କଟକ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କର ଆଜି ସଫଳ ଅସ୍ତ୍ରୋପଚାର ସରିଛି। ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଛନ୍ତି। ସକାଳ ୧୧ ଘଟିକାରୁ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର ପ୍ରାୟ ୪୫…

Bribe Case: ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ

ସମ୍ବଲପୁର: ୨୦ ହଜାର ଟଙ୍କା ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ। ଲାଞ୍ଚ ମାମଲାରେ ସିବିଆଇ MCL ର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି ଭିଜିଲାନ୍ସ। ଅଭିଯୋଗକରୀଙ୍କ…

Durga Puja Pandal: କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୁଉଚ୍ଚ ତୋରଣ ଉପରେ କଟକଣା

କଟକ: ଦିନ କେଇଟା ପରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ ଦଶହରା, ଗଣେଶ ପୂଜା, କାଳୀପୂଜା ଇତ୍ୟାଦି। ସାଜସଜ୍ଜା ପାଇଁ ସହରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ। ଆଉ ବିଶେଷ କରି ଦୁର୍ଗାପୂଜାରେ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଥାଏ। ତେବେ ଏହାରି ଭିତରେ କଟକ ଦୁର୍ଗାପୂଜା…