Latest Odisha News

BREAKING NEWS

Yearly Archives

2025

ମାଟି ତଳୁ କଢ଼ାଯିବ ରାମୁ ହାତୀର ‘କଙ୍କାଳ’; ଜାଣନ୍ତୁ କାହିଁକି…

ଭୁବନେଶ୍ବର: ମାଟି ତଳୁ କଢ଼ାଯିବ ହାତୀ 'ରାମୁ'ର କଙ୍କାଳ। ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ଜଙ୍ଗଲରେ ମାଟିତଳେ ପୋତା ହୋଇଥିବା ହାତୀର କଙ୍କାଳକୁ ଉଦ୍ଧାର କରାଯିବ। ପରେ ଏହାକୁ ଭୁବନେଶ୍ୱର ଉପକଣ୍ଠ ଗୋଡ଼ିବାରି ପ୍ରକୃତି ନିବାସକୁ ନିଆଯିବ। ହାତୀର କଙ୍କାଳର ବୈଜ୍ଞାନିକ…

40-Minute Wait: ପୁଟିନଙ୍କୁ ଦେଖାକରିବାକୁ ଯାଇ ଅପମାନିତ ହେଲେ ପାକ୍ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଆନ୍ତର୍ଜାତୀୟ ସ୍ତରରେ ବହୁତ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଛି। ସେ ଆନ୍ତର୍ଜାତୀୟ ଶାନ୍ତି ଏବଂ ଟ୍ରଷ୍ଟ ଫୋରମରେ ଅଂଶଗ୍ରହଣ କରିବା ପାଇଁ ତୁର୍କମେନିସ୍ତାନ ଯାଇଥିଲେ। କିନ୍ତୁ, ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ କରିବା…

ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲା: ସ୍ବତନ୍ତ୍ର ଖଣ୍ଡପୀଠ ଗଠନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବେଆଇନ ଖଣି କ୍ଷତିପୂରଣ ଆଦାୟ ମାମଲାରେ କଠୋର ହେଲେ ସୁପ୍ରିମକୋର୍ଟ। ଓଡିଶାରେ ବେଆଇନ ଖଣି କ୍ଷତିପୂରଣ ରାଶି ଅସୁଲ କରିବାରେ ପ୍ରତିବନ୍ଧକ ସାଜିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା କରିବା ପାଇଁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ…

ମଧୁମେହ ରୋଗୀଙ୍କୁ ଆଶ୍ୱସ୍ତି; ଟାଇପ୍ ୨ ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ: ଟାଇପ୍ ୨ ମଧୁମେହ ନିୟନ୍ତ୍ରଣ ପାଇଁ Ozempic ନାମକ ଏକ ଇଞ୍ଜେକ୍ସନ୍ ଭାରତରେ ଲଞ୍ଚ କରାଯାଇଛି। ଔଷଧ କମ୍ପାନୀ ନୋଭୋ ନରଡିସ୍କ ଭାରତରେ ଏହାର ଲୋକପ୍ରିୟ ମଧୁମେହ ଔଷଧ, ଓଜେମ୍ପିକ ଲଞ୍ଚ କରିଛି । ଏହି ଇଞ୍ଜେକ୍ସନ୍ ଏହାର ଓଜନ ହ୍ରାସ ପ୍ରଭାବ ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ।…

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ସଂସାଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। RML ହସ୍ପିଟାଲରେ ଭର୍ତ୍ତି ହାଇଛନ୍ତି। ସଂସଦ ଅଧିବେଶନ ଚାଲିଥିବା ସମୟରେ ସେ ୩ଦିନ ପୂର୍ବରୁ ଥଣ୍ଡା ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଛାତିରେ କଫ ଜମିଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଦିଲ୍ଲୀସ୍ଥିତ ଆରଏମଏଲ…

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ବର: ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା।  ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର। କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲା ଜି.…

ଜୁନିୟର ପୁରୁଷ ହକି ବିଶ୍ବକପ୍‌; ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ଯାଡ଼େଟଙ୍କ କମାଲ

ଭୁବନେଶ୍ୱର: ଜୁନିୟର ପୁରୁଷ ହକି ବିଶ୍ବ କପ୍‌ରେ ଭାରତକୁ ବ୍ରୋଞ୍ଜ ପଦକ ଜିତାଇ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚପିସିର (ଓଏନଟିଏଚଏଚପିସି) ୪ କ୍ଯାଡ଼େଟ। ଓଏନଟିଏଚଏଚପିସିର କ୍ଯାଡ଼େଟଙ୍କ ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ଜିତିପାରିଛି। ଓଡ଼ିଶା…

ଭାରତରେ ଲିଓନେଲ୍ ମେସି, ଫୁଟବଲରଙ୍କୁ ଦେଖିବାକୁ ପ୍ରବଳ ଗହଳି

କୋଲକାତା: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ୍ ମେସି ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ବିମାନ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିିଥିଲା। ଫୁଟବଲ୍…

PM Modi: ଏହି ୩ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ; ଫୋକସରେ ବିଶ୍ୱାସ,ବିକାଶ ଏବଂ ରଣନୈତିକ ସହଭାଗୀତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିସେମ୍ବର୧୫ ରୁ ୧୮ ପର୍ଯ୍ୟନ୍ତ ବିଦେଶ ଯାତ୍ରା ବିଷୟରେ ବୈଦେଶିକ ମନ୍ତ୍ରଣାଳୟ ବିସ୍ତୃତ ସୂଚନା ପ୍ରଦାନ କରିଛି। ଏହି ଯାତ୍ରାରେ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ ଅନ୍ତର୍ଭୁକ୍ତ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ,…