ଏହି ରାଜ୍ୟରେ ଗୋଟିଏ ଦିନରେ ବସ୍ରେ ମାଗଣା ଯାତ୍ରା କଲେ ୧୮ ଲକ୍ଷରୁ ଅଧିକ ମହିଳା, ସୃଷ୍ଟି ହେଲା ରେକର୍ଡ
ଅମରାବତୀ: ସମସ୍ତେ ମାଗଣାରେ ଯାତ୍ରା କରିବାକୁ ଚାହାଁନ୍ତି । ଅନେକ ରାଜ୍ୟ ମହିଳାମାନଙ୍କୁ ବସରେ ମାଗଣାରେ ଯାତ୍ରା କରିବା ପାଇଁ ଏହି ସୁବିଧା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ଆରମ୍ଭ ହୋଇଥିବା ସ୍ତ୍ରୀ ଶକ୍ତି ଯୋଜନା ଅଧୀନରେ, ସୋମବାର ୧୮ ଲକ୍ଷରୁ ଅଧିକ ମହିଳା ମାଗଣା ବସ୍…