ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା, କୋରାପୁଟ-କିରୋଣ୍ଡୁଲୁ ଟ୍ରେନ୍ ଚଳାଚଳ ବାତିଲ
କୋରାପୁଟ: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡିଶା। ଅନବରତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଅତି ପ୍ରବଳ ବର୍ଷା ପାଇଁ ଟ୍ରେନ୍ ବାତିଲ ହୋଇଛି। ଲଗାଣ ବର୍ଷା ପାଇଁ…