ଶ୍ରୀ ଭାଗବତ ସାର ୧୩୨: ଗୋପାଙ୍ଗନା ମାନଙ୍କ ବିଳାପ ଆମକୁ ରାଗାତ୍ମିକା ଭକ୍ତିର ପରିଚୟ ଦିଏ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ପ୍ରେମ ଭକ୍ତି ଯେପରି ବର୍ଣ୍ଣନା କରିଛନ୍ତି, ସେହିପରି ଗୋପାଙ୍ଗନା ମାନଙ୍କ କୃଷ୍ଣ ପ୍ରେମ ମଧ୍ୟ ବର୍ଣିତ ହୋଇଛି। ଘଟଣା ଗୋଟିଏ କହୁଛି, ଅକ୍ରୁର ଶ୍ରୀରାମକୃଷ୍ଣ ବେନି ଭାଇଙ୍କୁ ମଥୁରା…