ପାକିସ୍ତାନର ଟୁଲ୍ କିଟ୍ ଜ୍ୟୋତି ମାଲହୋତ୍ରା! ୟୁଟ୍ୟୁବରଙ୍କ ନାଁରେ ୨୫୦୦ ପୃଷ୍ଠାର ଚାର୍ଜସିଟ୍ ଜାରି କଲା ଏସଆଇଟି
ନୂଆଦିଲ୍ଲୀ: ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଥିଲା। ହରିୟାଣା ପୋଲିସ ହଠାତ୍ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ଗିରଫ କରିଥିଲା। ପ୍ରାୟ ୩ ମାସ ପରେ, ପୋଲିସ ଏବେ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ପୋଲିସ ଚାର୍ଜସିଟ୍ରେ କହିଛି ଯେ ଜ୍ୟୋତି ଦୀର୍ଘ…