ମୁମ୍ବାଇରେ ଭୂସ୍ଖଳନ, ୨ ଜଣଙ୍କ ଜୀବନ ଗଲା
ମୁମ୍ବାଇ: ମୁମ୍ବାଇରେ ଶନିବାର ସକାଳ ଠାରୁ ଲଗାତାର ପ୍ରବଳ ବର୍ଷା ହେଉଛି ଯାହା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ପାଣିପାଗ ବିଭାଗ (ଆଇଏମଡି) ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି।
ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ଭିକ୍ରୋଲି (ପଶ୍ଚିମ)ର ବର୍ଷା ନଗରରେ ଅବସ୍ଥିତ ଜନ କଲ୍ୟାଣ…