ଶ୍ରୀ ଭାଗବତ ସାର ୧୩୦: ଗୋପୀମାନଙ୍କ ଭଳି ସର୍ବଦା ଶ୍ରୀକୃଷ୍ଣଙ୍କୁ ହୃଦୟରେ ରଖିବ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯାହାର ମୂଳ ଆଧାର ହେଲା ଶ୍ରୀକୃଷ୍ଣ ପ୍ରେମଭକ୍ତି କିନ୍ତୁ ଗୋପୀ ମାନଙ୍କ ପ୍ରେମ ଭକ୍ତିର ପରାକାଷ୍ଠା ସବୁଠାରୁ ଉତ୍କୃଷ୍ଟ ଓ ଦୁର୍ଲ୍ଲଭ ସେଥିପାଇଁ କବି ଦେବ ଦୁର୍ଲଭ ଦାସ ନିଜ ରଚନାରେ ଲେଖିଲେ
"ଚାରିଭକ୍ତି ମଧେ…