Latest Odisha News

BREAKING NEWS

Yearly Archives

2025

CoughSyrup Seized: ବିପୁଳ ପରିମାଣର କଫସିରପ୍ ଜବତ; ୨ ଅଭିଯୁକ୍ତ ଗିରଫ

ବରଗଡ଼: ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ହେଲେ ବରଗଡ଼ ସହର ବିଶିପଡ଼ାର ସୁରଜଲ ନାଗ(୨୦) ଏବଂ ଖଲିଆପାଲି କେନାଲପଡ଼ାର ସିକ୍ରେଟି…

International Badminton Tournament:ଓଡିଶା ମାଷ୍ଟର୍ସ ୨୦୨୫:ସେମି ଫାଇନାଲରେ ପହଞ୍ଚିଲେ ତସନିମ,ରୋନକଙ୍କ ସମେତ ଏହି…

କଟକ: କଟକ ସ୍ଥିତ ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ ୨୦୨୫"(‘Odisha Masters 2025’)ର କ୍ଵାଟର ଫାଇନାଲ ରାଉଣ୍ଡର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂ ମିକ୍ସଡ଼ ଡବଲସ ଏ ସମସ୍ତ…

ଈ-ସିଗାରେଟ୍ କ’ଣ ? TMC ସାଂସଦଙ୍କ ଉପରେ ଅଭିଯୋଗ ପରେ ଜାଣନ୍ତୁ ରୋଚକ କଥା

ନୂଆଦିଲ୍ଲୀ: ଭାରତୀୟ ସଂସଦକୁ ଦେଶର ସବୁଠାରୁ ସମ୍ମାନିତ ସଂସ୍ଥା ଭାବେ ଗଣାଯାଏ। କିନ୍ତୁ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଲୋକସଭା ଭିତରେ ଜଣେ ସାଂସଦ ଈ-ସିଗାରେଟ୍ (ଇଲେକ୍‌ଟ୍ରୋନିକ୍ ସିଗାରେଟ୍) ପିଇଥିବା ଅଭିଯୋଗ ଉଠିବା ପରେ ସଦନରେ ଭୟଙ୍କର ହଙ୍ଗାମା ଦେଖିବାକୁ ମିଳିଛି। ବିଜେପି ସାଂସଦ…

ଜୀବନ ବଞ୍ଚାଇବ ଆଣ୍ଡ୍ରୋଏଡ୍, ସ୍ମାର୍ଟଫୋନରେ ଆସିଲା Emergency Live Video

ନୂଆଦିଲ୍ଲୀ : ଗୁଗୁଲ୍ ଆଣ୍ଡ୍ରୋଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଫିଚର ‘ଇମରଜେନ୍ସି ଲାଇଭ୍ ଭିଡିଓ’ ଲଞ୍ଚ କରିଦେଇଛି। ଆଇଫୋନ୍‌ରେ ଏହି ଫିଚର ପୂର୍ବରୁ ଉପଲବ୍ଧ ଥିବା ବେଳେ ଏବେ ଆଣ୍ଡ୍ରୋଏଡ୍ ବ୍ୟବହାରକାରୀ ମଧ୍ୟ ବିପଦ ସମୟରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ…

Odisha Eco-Retreat: ‘ଆମର ଲକ୍ଷ୍ୟ ଏସିଆର ଶ୍ରେଷ୍ଠ ୫ Eco Cultural Tourism Hub ମଧ୍ୟରେ ସ୍ଥାନ…

ଭୁବନେଶ୍ୱର: ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର…

ଦୁନିଆର ସବୁଠାରୁ ଦାମୀ ଅଣ୍ଡା ଦେଉଥିବା କୁକୁଡ଼ା, ଯାହାର ମୂଲ୍ୟ ୪୦ ହଜାର !

ନୂଆଦିଲ୍ଲୀ: ଆପଣ କ’ଣ କେବେ ଭାବିଛନ୍ତି ଯେ ଗୋଟିଏ ଅଣ୍ଡା ଆପଣଙ୍କୁ ଧନୀ କରିପାରିବ? ନା ବୋଧହୁଏ! ଆମେ ଏଠି ବଜାରରେ ୧୦ରୁ ୧୫ ଟଙ୍କାରେ ମିଳୁଥିବା ସାଧାରଣ ଧଳା କିମ୍ବା ବାଦାମି ଅଣ୍ଡାର କଥା କହୁନାହୁଁ। ବିଶ୍ୱରେ ଏକ ଏଭଳି କୁକୁଡ଼ା ରହିଛି, ଯାହାର ଅଣ୍ଡାର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍…

NIA raids: ଆତଙ୍କବାଦୀ ନେଟୱାର୍କର ହେବ ପର୍ଦ୍ଦାଫାସ; ହଜାରିବାଗରେ NIAର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ସନ୍ଦିଗ୍ଧ ଆତଙ୍କବାଦୀ ଶାହନୱାଜ ଆଲମ ସହ ଜଡିତ ଏକ ମାମଲାର ତଦନ୍ତ ପାଇଁ NIAର ଏକ ଦଳ ଝାଡ଼ଖଣ୍ଡର ହଜାରିବାଗରେ ପହଞ୍ଚିଛି। ଶାହନୱାଜ ଆଲମକୁ ୨୦୨୩ ମସିହାରେ ଗିରଫ କରାଯାଇଥିଲା। NIA ଦ୍ୱାରା ପ୍ରାପ୍ତ ଗୁଇନ୍ଦା ସୂଚନା ଆଧାରରେ ଏହି ଚଢାଉ କରାଯାଇଥିଲା। ଟିମ୍ ଟି ହଜାରିବାଗର…

ଉପକୂଳ ଅଞ୍ଚଳରେ ‘ବିପର୍ଯ୍ୟୟରୁ ରକ୍ଷା ପାଇଁ ଓଏସଡବ୍ଲୁଏଏଲଆଇ ଏକ ଉତ୍ସର୍ଗୀକୃତ ଆନ୍ତର୍ଜାତୀୟ କେନ୍ଦ୍ର ଭାବରେ…

ପୁରୀ: ଉଦଘାଟିତ ହେଲା କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI) । ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି ଆଜି…

ପ୍ରବଳ ପବନ ଯୋଗୁ ମାଗଣା ହେଲା ବିଦ୍ୟୁତ, ଜାଣନ୍ତୁ କାହିଁକି ହେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଫ୍ରାନ୍ସ ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଗତ ୯ ଡିସେମ୍ବର ଦିନ କିଛି ଘଣ୍ଟା ପାଇଁ ବିଦ୍ୟୁତ୍ ମୂଲ୍ୟ ସଂପୂର୍ଣ୍ଣ ଶୂନ୍ୟ ହୋଇଯାଇଥିଲା। ଏହି ଅଭୂତପୂର୍ବ ଘଟଣା ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଯଦିଓ ଏହା କେବଳ କିଛି ଘଣ୍ଟା ପାଇଁ ମୁକ୍ତ ବିଦ୍ୟୁତ୍ ଥିଲା, ତଥାପି ଏହାର ପଛର…

Tata Steel: ଟାଟା ଷ୍ଟିଲ୍ ଓ କନଷ୍ଟ୍ରକ୍ଟଷ୍ଟିଲ୍ ପକ୍ଷରୁ ଇସ୍ପାତ ଆଧାରିତ ଜିରୋ ଏନର୍ଜି ବିଲ୍ଡିଂ ଲୋକାର୍ପିତ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଓ କନଷ୍ଟ୍ରକ୍ଟଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱରରେ ଇସ୍ପାତ ଆଧାରିତ ଜିରୋ ଏନର୍ଜି ବିଲ୍ଡିଂ ଲୋକାର୍ପଣ କରାଯାଇଛି । ଅତ୍ୟାଧୁନିକ ଲାଇଟ୍ ଗେଜ୍ ଇସ୍ପାତ ଫ୍ରେମ୍ (ଏଲ୍‌ଜିଏସଏଫ୍‌) ପ୍ରଯୁକ୍ତି ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି । କନଷ୍ଟ୍ରକ୍ଟଷ୍ଟିଲ୍ ହେଉଛି…