Latest Odisha News

BREAKING NEWS

Yearly Archives

2025

ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ମହିଳାଙ୍କ ସୁରକ୍ଷା ନେଇ କହିଲେ ଏହି ବଡ କଥା…

ଭୁବନେଶ୍ବର: ଆଜି ସମଗ୍ର ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ସବୁଠି ଦେଶପ୍ରେମର ଭାବନା । ତ୍ରିରଙ୍ଗାର ରଙ୍ଗରେ ରଙ୍ଗେଇହୋଇଛନ୍ତି ସମଗ୍ର ଦେଶବାସୀ । ଏହି ଅବସରରେ ଭୁବନେଶ୍ବରର ଗାନ୍ଧି ମାର୍ଗରେ ପତକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

କିସ୍ତୱାରରେ ବାଦଲ ଫଟା ବର୍ଷା: ୪୬ ଟପିଲା ମୃତ୍ୟୁ ସଂଖ୍ୟା, ଶତାଧିକ ନିଖୋଜ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲଫଟା ବର୍ଷା କାରଣରୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୬ ପାର ହୋଇଛି । ଏହି ଅଘଟଣରେ ଶତାଧିକ ଆହାତ ହୋଇଛନ୍ତି ଏବଂ ଅନେକ ନିଖୋଜ ରହିଛନ୍ତି । ତେବେ ଘଟଣା ସ୍ଥଳରେ ଉଦ୍ଧାର…

ଲାଲକିଲ୍ଲାରୁ ମୋଦିଙ୍କ ଅବିଭାଷଣ ସମୟରେ Mi-17 ହେଲିକପ୍ଟରରେ ଫରଫର ଉଡିଲା ‘ଅପରେସନ୍ ସିନ୍ଦୂର’ ପତାକା

ନୂଆଦିଲ୍ଲୀ: ସାରା ଦେଶରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପତାକା ଉତ୍ତୋଳନ କରିଥିଲେ ଏବଂ ଏହି ସମୟରେ ଭାରତୀୟ ବାୟୁସେନାର ଦୁଇଟି Mi-୧୭ ହେଲିକପ୍ଟର ଆକାଶରେ ଫୁଲ…

ଲାଲକିଲ୍ଲାରୁ ପାକିସ୍ତାନକୁ ମୋଦିଙ୍କ ଟାର୍ଗେଟ୍; ‘ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ’

ନୂଆଦିଲ୍ଲୀ: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ନିଜ ଅଭିଭାଷଣରେ ପାକିସ୍ତାନକୁ କଡା ଟାର୍ଗେଟ କରିଛନ୍ତି ମୋଦି । ସେ କହିଛନ୍ତି, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ ।…

୭୯ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଏହାକୁ ନେଇ ସାରା ଦେଶରେ ଉତ୍ସବର ପରିବେଶ ରହିଛି । ସବୁଠି ଦେଶପ୍ରେମର ଭାବନା । ଦିଲ୍ଲୀରୁ ପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । କୋଣ ଅନୁକୋଣକୁ ଭାସି ଆସୁଛି ଜାତୀୟ ସଙ୍ଗୀତର ଧ୍ୱନୀ । ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ…

ଶ୍ରୀ ଭାଗବତ ସାର ୧୨୯: ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଗୋପୀ ମାନଙ୍କ ଭକ୍ତି ହେଉଛି ଜ୍ଞାନଶୂନ୍ୟ ଭକ୍ତି ବା ଶୁଦ୍ଧାଭକ୍ତି। ଏହି ଭକ୍ତିର ମୂଖ୍ୟ ଉପାଦାନ ହେଉଛି ଅନୁରାଗ, ସେଥିପାଇଁ ଏହା ପ୍ରେମ ଭକ୍ତି ରୂପେ ବିବେଚିତ ହୋଇଥାଏ। ଏଥିରେ ଜୀବ (ଗୋପୀ ଗଣ )ପରମ…

ଆତଙ୍କବାଦ ବିରୋଧରେ ବଡ ସଫଳତା; ନିଜ ଅଭିଭାଷଣରେ ‘ଅପରେସନ୍ ସିନ୍ଦୂର’କୁ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ 'ଅପରେସନ୍ ସିନ୍ଦୂର'ର ସଫଳତାକୁ ନେଇ ଦେଶ ଏବଂ ସଶସ୍ତ୍ର ବାହିନୀର ପ୍ରଶଂସା କରି କହିଛନ୍ତି ଯେ ଏହା ଆତଙ୍କବାଦ ବିରୁଦ୍ଧରେ ହୋଇଥିବା ଏକ ଲଢେଇର ଉଦାହରଣ ଯାହାକି ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇରହିବ। ସ୍ୱାଧୀନତା ଦିବସର…

ବିଶ୍ୱର ଏହି ଗୋଟିଏ ଦେଶରେ ନାହିଁ ମଶା, ଜାହାର କାରଣ କେହି ଜାଣନ୍ତି ନାହିଁ

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ମଶା ପାଇଁ କଲବଲ ହୁଅନ୍ତି । ଏମିତିକି ମଣିଷ ଜୀବନ ମଧ୍ୟ ନେଇଯାଇଥାଏ ମାଶା । ଯଦି ଆମେ ପରିସଂଖ୍ୟାନ ଉପରେ ନଜର ପକାଇବା ତେବେ ପ୍ରତିବର୍ଷ ମଶା କାରଣରୁ ବିଶ୍ୱରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ଆପଣ ଜାଣନ୍ତି କି, ବିଶ୍ୱରେ ଏକମାତ୍ର ଏକ ଦେଶ…

ପୁଣି ଥରେ ଚମତ୍କାର ପ୍ଲାନ ଆଣିଲା ଜିଓ, ୮୪ ଦିନ ସବୁ ମାଗଣା…

ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛି। ଜିଓର ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ୍‌ରେ ଗ୍ରାହକମାନେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ ସହିତ ଅସୀମିତ କଲିଂ, ପ୍ରଚୁର ଡାଟା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏହି ପ୍ଲାନଗୁଡ଼ିକ…

ପାକିସ୍ତାନକୁ କଡ଼ା ଚେତାବନୀ, ଭାରତର କହିଲା ଆଗକୁ ପରିଣାମ ଭୟଙ୍କର ହେବ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସମ୍ପର୍କରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ପାକିସ୍ତାନର ବିରୋଧୀ ମନ୍ତବ୍ୟ ଏବଂ ଉସୁକାଇବା ବୟାନକୁ ନେଇ ଭାରତ କଡ଼ା ଚେତାବନୀ ଜାରି କରିଛି। ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ଏକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କରିଛନ୍ତି ଯେ,…