Latest Odisha News

BREAKING NEWS

Yearly Archives

2025

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଦଳରୁ ବିଦା ହେଲେ ବିଧାୟିକା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ କୌଶାମ୍ବୀର ଚୈଲର ସମାଜବାଦୀ ପାର୍ଟିର ବିଧାୟିକା ପୂଜା ପାଲଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେଇ ତାଙ୍କୁ ନ୍ୟାୟ ଦେଇଥିବା ସେ ବିଧାନସଭାରେ କହିଥିଲେ। ଯାହାକୁ ନେଇ ଅଖିଳେଶ ଯାଦବ ଅସନ୍ତୁଷ୍ଟ ହୋଇ ପୂଜା ପାଲଙ୍କୁ ଗୁରୁବାର ଦିନ ଦଳରୁ ବହିଷ୍କାର…

ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ୱାଧୀନତା ଦିବସ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ୱାଧୀନତା ଦିବସ ସ୍ପେଶାଲ ଟ୍ରେନ୍। ସ୍ୱାଧୀନତା ଦିବସରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ଶାଲିମାର-ମାଳତୀପାଟପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। • ଟ୍ରେନ୍ ନମ୍ବର…

କୋହଲିଙ୍କ ପ୍ରଶଂସାରେ ରବି ଶାସ୍ତ୍ରୀ ଶତମୁଖ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବ କୋଚ ରବି ଶାସ୍ତ୍ରୀ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୋର ଶ୍ରେଷ୍ଠ ଶିଷ୍ୟ କୋହଲି । ୨୦୧୭ରୁ ୨୦୨୨ ମଧ୍ୟରେ ମୁଁ ଭାରତୀୟ ଟିମର କୋଚ ଥିବା ବେଳେ କୋହଲି ଦଳର ନେତୃତ୍ୱ ନେଇଥିଲେ । ଅଷ୍ଟ୍ରେଲିଆ,…

ନିମିଶା ପ୍ରିୟାଙ୍କ ପ୍ରତି କୌଣସି ବିପଦ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟେମେନରେ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କ ପ୍ରତି ବର୍ତ୍ତମାନ୍ କୌଣସି ବିପଦ ନଥିବା ଗୁରୁବାର ଦିନ କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲା ଉପରେ ଆଗାମୀ ଶୁଣାଣି ୮ ସପ୍ତାହ ପରେ କରାଯିବା ନେଇ କୋର୍ଟ କହିଛନ୍ତି। ସେ ୨୦୧୭ରେ ତାଙ୍କ…

ଏସିଆ କପରେ ଗିଲ ସ୍ଥାନ ପାଇ ନ ପାରନ୍ତି

ନୂଆଦିଲ୍ଲୀ: ଏସିଆ କପ ୨୦୨୫ ସେପ୍ଟମ୍ବର ୯ରୁ ୟୁଏଇରେ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ପର୍ଯ୍ୟନ୍ତ ଏସିଆ କପ ପାଇଁ ଦଳ ଘୋଷଣା କରି ନାହିଁ । କେଉଁ ଖେଳାଳିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶୁଭମନ ଗିଲଙ୍କୁ ଏହି…

ସ୍ୟାଣ୍ଡ ଆନିମେସନରେ ଅପରେସନ ସିନ୍ଦୂରର ବିଜୟ ଗାଥା

ପୁରୀ: ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନଥିବା ଉତ୍ସାହ। ଏହାକୁ ପାଳନ କରିବା ପାଇଁ ସାରା ଦେଶରେ ହୋଇଚି ବ୍ୟାପକ ପ୍ରସ୍ତୁତି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୯ତମ ସ୍ୱାଧିନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି। ଏହି ସ୍ୟାଣ୍ଡ…

ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି: ବିଜେଡି

ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦେଇଥିବା ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ…

ଜମ୍ମୁ କାଶ୍ମୀରରେ ଆହୁରି ବଢ଼ିଲା ମୃତ୍ୟୁ ସଂଖ୍ୟା, ଏବେ ଅନେକ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲଫଟା ବର୍ଷା ଏକ ଭୟାବହ ବିପର୍ଯ୍ୟୟ ସୃଷ୍ଟି କରିଛି। ମଚୈଲ ମାତା ମନ୍ଦିର ଯାତ୍ରା ପଥରେ ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦୦ରୁ ଅଧିକ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାରେ ଅନେକ…

ସାମସନଙ୍କ ବଦଳରେ ରାଜସ୍ଥାନ ଜାଡେଜାଙ୍କୁ ମାଗିଲା, ରାଜି ହେଲାନି ଚେନ୍ନାଇ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପାଇଁ ସଞ୍ଜୁ ସାମସନ ଆଉ ରାଜି ନାହାନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ରୟାଲ୍ସ ଷ୍ଟାର ଖେଳାଳି ସଞ୍ଜୁଙ୍କ ବଦଳରେ ଚେନ୍ନାଇ ସୁପର କିଙ୍ଗସ ନିକଟରୁ ରବୀନ୍ଦ୍ର ଜାଡେଜା, ଶିବମ ଦୁବେ ଓ ରିତୁରାଜ ଗାଏକ୍ୱାଡଙ୍କ ମଧ୍ୟରୁ ଜଣଙ୍କୁ…

SBI ଗ୍ରାହକଙ୍କ ପାଇଁ ବଡ଼ ଖବର, କାଲିଠୁ ବଦଳିବ ଏହି ସବୁ ନିୟମ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଅଗଷ୍ଟ ୧୫, ୨୦୨୫ ତାରିଖରୁ ଖୁଚୁରା ଗ୍ରାହକଙ୍କ ପାଇଁ ଅନଲାଇନ୍ IMPS (ତତ୍କାଳୀନ ଦେୟ ସେବା) ଟ୍ରାନ୍ସଫର ଉପରେ ଚାର୍ଜରେ ପରିବର୍ତ୍ତନ ଆଣୁଛି। କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଏହି ନୂଆ ନିୟମ ସେପ୍ଟେମ୍ବର ୮ ତାରିଖରୁ ଲାଗୁ ହେବ। ଏହି…