Latest Odisha News

BREAKING NEWS

Yearly Archives

2025

ଆକ୍ସନ ମୋଡ଼ରେ ଏସଟିଏଫ୍: ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ସ୍ପେଶାଲ ଅପରେସନ ଆରମ୍ଭ

ଭୁବନେଶ୍ୱର: ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ଏସଟିଏଫ୍ (STF)ର ବଡ଼ ପଦକ୍ଷେପ। ଏନେଇ ରାଜ୍ୟରେ ୨ ଦିନ ହେବ ମାରାଥନ ରେଡ୍। ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସ୍‌ପିଙ୍କ ନେତୃତ୍ୱରେ ରେଡ୍‌ ଆରମ୍ଭ ହୋଇଛି। ବିଭିନ୍ନ ଖଟି, ଦୋକାନ, ବସ୍ତିରେ ସାଦା ପୋଷାକଧାରୀ ପୋଲିସ ମୁତୟନ…

ଅପରେସନ ସିନ୍ଦୂରରେ ସଫଳତା ପାଇଁ ସମ୍ମାନ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର

ନୂଆଦିଲ୍ଲୀ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ। ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ମିଳିବ ବୀରଚକ୍ର ସମ୍ମାନ। ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ବୀରଚକ୍ର ପାଇବେ। ଅପରେସନ ସିନ୍ଦୂରରେ ସାହସିକତା ପାଇଁ ପାଇବେ ସମ୍ମାନ। ମୁରିଦ୍‌କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ ପାଇଁ…

ବିବାହ ବନ୍ଧନରେ ବାନ୍ଧି ହେବେ ଅର୍ଜୁନ ତେନ୍ଦୁଲକର 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରେମିକା ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ସାନିଆ ମୁମ୍ବାଇର ଜଣେ ନାମୀଦାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ବୋଲି ଜଣାପଡ଼ିଛି। ଏହି ଉତ୍ସବରେ ନିକଟତମ ବନ୍ଧୁ ଏବଂ କିଛି ପରିବାର ସଦସ୍ୟ…

ଆମେରିକାର ଦକ୍ଷିଣ ଭର୍ଜିନିଆରେ ଗୁଳିକାଣ୍ଡ; ଅନେକ ଅଧିକାରୀ ଆହତ

ଓ୍ବାଶିଂଟନ୍: ଆମେରିକାରେ ପୁଣିଥରେ ଗୁଳିକାଣ୍ଡର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏହି ଗୁଳିକାଣ୍ଡ ଘଟଣା ଆମେରିକାର ଦକ୍ଷିଣ ଭର୍ଜିନିଆରେ ଘଟିଛି । ଏଥିରେ ଅନେକ ଆଇନ ପ୍ରବର୍ତ୍ତନ ଅଧିକାରୀ ଆହତ ହୋଇଛନ୍ତି । ଏନେଇ ଜଣେ ଆମେରିକୀୟ ସାଂସଦ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।…

ଏଣିକି ୧୦୦ କିମି. ଚାଲିବାକୁ ବାଧ୍ୟ ବନ ଅଧିକାରୀ…

ଭୁବନେଶ୍ୱର: ବନ ସମ୍ପଦର ପ୍ରଭାବଶାଳୀ ସୁରକ୍ଷା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଓଡ଼ିଶା ସରକାର କ୍ଷେତ୍ରସ୍ତରୀୟ ବନ କର୍ମଚାରୀମାନଙ୍କୁ ନିୟମିତ ପାଦରେ ଚାଲି ଚାଲି ପାଟ୍ରୋଲିଂ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥଙ୍କ ଦ୍ୱାରା ଜାରି ଏକ…

ଖର୍ଚ୍ଚ ଆଦାୟ ପରେ ଟୋଲ୍ ଟ୍ୟାକ୍ସ ଆଦାୟ କରିବା ଭୁଲ, ପ୍ରାଧିକରଣ ଗଠନ ପାଇଁ ଦାବି କଲା ସଂସଦୀୟ କମିଟି

ନୂଆଦିଲ୍ଲୀ: ଦେଶବ୍ୟାପୀ ଏପରି ଅନେକ ଟୋଲ୍ ଅଛି, ଯେଉଁଠାରେ ଖର୍ଚ୍ଚ ଆଦାୟ ହେବା ପରେ ମଧ୍ୟ ନିର୍ବିଚାର ଭାବରେ ଟୋଲ୍ ଟିକସ ଆଦାୟ କରାଯାଉଛି। ଏହା ସହିତ ନା ମରାମତି କାର୍ଯ୍ୟ କରାଯାଉଛି ନା ଲୋକମାନେ ସଠିକ୍ ରାସ୍ତା ପାଇପାରୁଛନ୍ତି। ସଂସଦୀୟ କମିଟି ଏହି ପ୍ରକାରର ଟୋଲ୍ ଆଦାୟ ଉପରେ ଚିନ୍ତା…

ରାଷ୍ଟ୍ରୀୟ ଏକତାକୁ ସୁଦୃଢ କରିବାରେ ତ୍ରିରଙ୍ଗା ଶୋଭାଯାତ୍ରା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି: ମୁଖ୍ୟମନ୍ତ୍ରୀ

କଟକ: ଆଜି କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ…

‘ରାଜ୍ୟରେ ୬ ମାସରେ ଲୋକଙ୍କୁ କାମୁଡିଛନ୍ତି ଦେଢ ଲକ୍ଷ କୁକୁର’

ଭୁବନେଶ୍ବର: ଏବେ ଚାରିଆଡେ ବୁଲା କୁକୁରଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ନେଇ ଜୋର ଧରିଛି ଚର୍ଚ୍ଚା । ସୁପ୍ରିମକୋର୍ଟ ମଧ୍ୟ ଗତ ୧୧ ତାରିଖରେ ବୁଲା କୁକୁରଙ୍କୁ ହଟାଇବା ନିର୍ଦ୍ଦେଶ ଦେଇଛନ୍ତି । ଦିନକୁ ଦିନ କୁକୁରଙ୍କ ଆତଙ୍କ ବଢୁଥିବା ବେଳେ ଏହା ଭିତରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବୁଲା…

ଓବିସି ତାଲିକା ପାଇଁ ଏନସିବିସି ପକ୍ଷରୁ ହେବ ସାର୍ବଜନିକ ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର କେନ୍ଦ୍ରୀୟ ଓବିସି ତାଲିକା ପାଇଁ ଏନସିବିସି (NCBC) ପକ୍ଷରୁ ହେବ ସାର୍ବଜନିକ ଶୁଣାଣି। ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ (NCBC) ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଆହିରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରରେ ସାର୍ବଜନିକ ଶୁଣାଣି ହେବ। ଯେଉଁଥିରେ ଓଡ଼ିଶା…

ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଓ ସମିତି ସଦସ୍ୟଙ୍କୁ ଆକ୍ରମଣ ଅଭିଯୋଗ…

ସୋନପୁର: ତରଭା ବ୍ଲକର ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ ଏବଂ ଜଣେ ସମିତି ସଦସ୍ୟ ସୋନପୁର ଜିଲ୍ଲାରେ ବ୍ଲକସ୍ତରୀୟ ଅନିୟମିତତା ବିଷୟରେ ଅଭିଯୋଗ ଦାଖଲ କରିବାକୁ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ଅଗଷ୍ଟ ୧୨ ତାରିଖରେ ଏହି ଘଟଣା ଘଟିଥିଲା। ଆକ୍ରମଣର ଭିଡିଓ…