ଅଫିସ୍ କମ୍ପ୍ୟୁଟରରେ ଓ୍ବେବ୍ ହ୍ୱାଟ୍ସଆପରେ ଲଗଇନ୍ କରୁଛନ୍ତି କି?, ସାବଧାନ୍! ଚେତାବନୀ ଦେଲେଣି ସରକାର….
ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରାୟତଃ ସମସ୍ତ ବ୍ୟକ୍ତି ଅଫିସ୍ ଲାପଟପ କିମ୍ବା କମ୍ପ୍ୟୁଟରରେ କାମ କରିବା ସମୟରେ ସେମାନଙ୍କ ହ୍ୱାଟ୍ସଆପ୍ ଓ୍ବେବ୍ ହ୍ବାଟ୍ସଆପରେ ଲଗ୍ ଇନ୍ କରନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କିଛି ଏପରି ଏବେ ସତର୍କ କରାଇଛନ୍ତି…