Latest Odisha News

BREAKING NEWS

Yearly Archives

2025

ସୁସ୍ଥ ଜୀବନ ପାଇଁ ଲୋଡ଼ା ପର୍ଯ୍ୟାପ୍ତ ନିଦ; ଅଭାବ ହେଲେ ଶରୀରରେ ଦେଖାଯାଏ ଏହି ଲକ୍ଷଣ

ଭୁବନେଶ୍ବର: ଆଜିକାଲିର ସମୟରେ ଅଧିକାଂଶ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତି ଏବଂ ବିଳମ୍ବରେ ଶୋଇଥାନ୍ତି। ପୁଣି ସେମାନେ ଅଫିସ୍ କିମ୍ବା କଲେଜ ପାଇଁ ସକାଳେ ଶୀଘ୍ର ଉଠିଥାନ୍ତି। ଯାହା ଫଳରେ ସେମାନଙ୍କୁ ପର୍ଯ୍ୟାପ୍ତ ନିଦ ହୁଏ ନାହିଁ। କିନ୍ତୁ ଆମ ପାଇଁ…

ଶ୍ରୀ ଭାଗବତ ସାର ୧୨୮: ଅସୁସ୍ଥ କୃଷ୍ଣଙ୍କୁ ସୁସ୍ଥ କରିବା ପାଇଁ ଗୋପୀମାନେ ନିଜ ନିଜର ପାଦ ଧୂଳି ପ୍ରଦାନ କରି ନର୍କଗାମୀ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କୃଷ୍ଣଭକ୍ତି ରସ ସହିତ ଗୋପୀ ପ୍ରେମ ରସରେ ଭରପୁର ଅଟେ। ସେଥିପାଇଁ ଗୋପୀ ଭକ୍ତି ଭାବକୁ ସାଧାରଣରେ "କାମ ରୁପା" ବୋଲି ବିବେଚନା କରାଯାଏ। ରୂପ ଗୋସ୍ୱାମୀ କହିଛନ୍ତି "ପ୍ରେମୈବ ଗୋପରାମାଣାଂ କାମ ଇତ୍ୟଗମତ ପ୍ରଥାମ"।…

ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଏହି ଐତିହାସିକ ଉପଲବ୍ଧି କଲା ହାସଲ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଶର ପ୍ରଥମ ରେଳ ଜୋନ୍ ଭାବରେ ଇତିହାସରେ ନିଜର ନାମ ଲିପିବଦ୍ଧ କରିଛି, ମାତ୍ର ୧୩୪ ଦିନରେ ୧୦୦ ନିୟୁତ ଟନ୍ (MT) ମାଲ ପରିବହନ ରେକର୍ଡ ହାସଲ କରିଛି । ଯାହା ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଗତ ବର୍ଷ ତୁଳନାରେ ୧୦.୭% ବୃଦ୍ଧି ଅଟେ । ଏହି ମାଇଲଖୁଣ୍ଟ ୨୦୨୪-୨୫…

ଉରି ସେନା ଶିବିର ଉପରେ ପାକିସ୍ତାନର ଆକ୍ରମଣ ପ୍ରୟାସ ବିଫଳ; ଜଣେ ଯବାନ ଶହୀଦ

ଶ୍ରୀନଗର: ଭାରତୀୟ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ BAT ଆକ୍ରମଣର ପ୍ରୟାସକୁ ପଣ୍ଡ କରିଦେଇଛନ୍ତି। ଉତ୍ତର କାଶ୍ମୀରର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଏକ ସେନା ଶିବିର ଉପରେ ଆକ୍ରମଣ କରିବାର ଏକ ବଡ଼ ପ୍ରୟାସକୁ ଭାରତୀୟ ସେନାର ସତର୍କ ଯବାନମାନେ ପଣ୍ଡ କରିଛନ୍ତି।…

ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ପିପିଲି ଅଞ୍ଚଳରେ ଜଣେ ମହିଳା ନିଆଁରେ ପୋଡ଼ି ହୋଇ ଗୁରୁତର ଥିବା ଜଣାପଡ଼ିଛି। ପୀଡିତାଙ୍କ ନାମ ଅର୍ଚ୍ଚନା ଦାସ (୩୭) ବୋଲି ଚିହ୍ନଟ କରାଯାଇଛି। ଆଜି ସଂଧ୍ୟାରେ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ ମହିଳା ଜଣକ। ସୂଚନା ଅନୁଯାୟୀ, ଅର୍ଚ୍ଚନା…

ମୃତ୍ୟୁ ପରେ ଅଙ୍ଗ ଦାନ; ୨୪ ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ

ଭୁବନେଶ୍ଵର: ଅଙ୍ଗଦାନଠୁ ମହତ କାର୍ଯ୍ୟ କିଛି ନାହିଁ। ଅଦ୍ୟାବଧି ରାଜ୍ୟରେ ୧୪ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯାଇଛି। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ ହୋଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ…

ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ଚକିତ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ ଏକ ପ୍ରକାର ଶୀତଳ ମରୁଭୂମି କହିଲେ ଭୁଲ ହେବନି । ଏଠାକାର ବାସିନ୍ଦାଙ୍କ ପାଇଁ ଗରମ ପରିବେଶର ଆବଶ୍ୟକତା ରହିଛି । ଏବେ ବୈଜ୍ଞାନିକମାନେ ବାଲିରୁ ବ୍ୟାଟେରୀ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ଏହା କୌଣସି ସାଧାରଣ ବ୍ୟାଟେରୀ ନୁହେଁ । ୧୩ ମିଟର ଉଚ୍ଚତା…

ଡାକ୍ତରଙ୍କୁ ଲାଞ୍ଚ ମାଗି ଫଶିଲେ କ୍ଲର୍କ ଓ ପିଅନ…

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସିଡିଏମଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣୀ ଜଗଦୀଶ ପଟ୍ଟନାୟକ ଏବଂ ଜଣେ ପିଅନ ନିରଞ୍ଜନ ନାୟକଙ୍କୁ ଲାଞ୍ଚ ନେଉଥିବା ସମୟରେ ବୁଧବାର ଦିନ ଭିଜିଲାନ୍ସ ଅଧିକାରୀ ମାନେ ଗିରଫ କରିଛନ୍ତି। ସେମାନେ ଜଣେ ଯୁବ ଡାକ୍ତରଙ୍କଠାରୁ ୨୫,୦୦୦…

ମାତ୍ର ୯୯ ଦିନରେ ଆସିଲା ରାୟ; ଦୃଷ୍ଟିବାଧିତ ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା:ଗତ ମେ’ ୨ ତାରିଖ ଦୁଷ୍କର୍ମ ମାମଲାରେ ମିଳିଲା ଦଣ୍ଡ । ମାତ୍ର ୯୯ ଦିନରେ ରାୟ ଶୁଣାଇଲେ ପୋକ୍ସୋ କୋର୍ଟ । ଦୃଷ୍ଟିହୀନ ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏହି ମାମଲାର ଶୁଣାଣି କରି ମୁଖ୍ୟ ଦୋଷୀ ଗିରିଧାରୀ…

ଏବେ ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜୀକରଣ

ଭୁବନେଶ୍ବର: ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜୀକରଣ । ଏ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଟାର୍ଗେଟ୍ ପୂରଣ ହୋଇପାରୁନଥିବାରୁ ଚିନ୍ତା ପ୍ରକାଶ କରୁଛି ସମବାୟ ବିଭାଗ । ସକାଳ ୮ରୁ ରାତି ୮ଟା ଯାଏଁ ଚାଷୀ ମାନଙ୍କର ପଞ୍ଜିକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ଖରିଫ…