ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଆଇଇଡି ବିସ୍ଫୋରଣ, ମାଓବାଦୀ ଲିଙ୍କ୍ ଅଭିଯୋଗରେ ଶିକ୍ଷକ ଗିରଫ
ଗଜପତି: ଅଡବା ଥାନା ଅନ୍ତର୍ଗତ ନୂଆଖଜୁରୀପଦାରେ ବୁଧବାର ପୁଲିସ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ରହିଛି।
ସୂତ୍ର ଅନୁଯାୟୀ, ପ୍ରତାପ ୨୦୦୮ରୁ ସରକାରୀ ଶିକ୍ଷକ ଭାବେ ଦାୟିତ୍ୱ…