ଲାଗୁନି କୁଷ୍ଠରୋଗରେ ରୋକ୍: ସୁନ୍ଦରଗଡ଼ରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ସୁନ୍ଦରଗଡ଼: ଜିଲ୍ଲାରେ କୁଷ୍ଠରୋଗ ବଢ଼ି ଚାଲିଛି। ଗତ ୨୦ ମାସରେ ୭୦୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି, ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଫିଜିଓଥେରାପିଷ୍ଟଙ୍କ ଅଭାବ ଏହାର ମୁଖ୍ୟ କାରଣ। ନିର୍ଦ୍ଦିଷ୍ଟ ହସ୍ପିଟାଲ ଭଳି ଭିତ୍ତିଭୂମିର ଅଭାବ ମଧ୍ୟ…