ଜଣେ ମଧୁମେହ ରୋଗୀଙ୍କ ଠାରେ ଡିପ୍ରେସନର ଆଶଙ୍କା କାହିଁକି ବଢ଼ିଯାଏ?
ଭୁବନେଶ୍ବର: ମଧୁମେହ କେବଳ ରକ୍ତ ଶର୍କରାକୁ ପ୍ରଭାବିତ କରୁଥିବା ଏକ ରୋଗ ନୁହେଁ, ବରଂ ଏହା ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ଗବେଷଣାରୁ ଜଣାପଡିଛି ଯେ ମଧୁମେହ ରୋଗୀଙ୍କଠାରେ ସାଧାରଣ ଲୋକଙ୍କ ତୁଳନାରେ ଅବସାଦର ଆଶଙ୍କା ପ୍ରାୟ ଦୁଇଗୁଣ ଅଧିକ ଥାଏ।
ଏହା…