Latest Odisha News

BREAKING NEWS

Yearly Archives

2025

ନାରୀ ସୁରକ୍ଷାକୁ ନେଇ ପୋଲିସ ସବୁ ସମୟରେ ଆକ୍ସନ ମୋଡରେ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ଉପାୟ ଅବଲମ୍ୱନ କରିବାକୁ…

ଖୁବଶୀଘ୍ର ଭାରତ ଓ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ଆସନ୍ତା ମାସଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ଏଥିପାଇଁ ଭାରତ ସରକାର ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଭଳି ବିମାନ କମ୍ପାନୀ ମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିମାନ ସେବା ବନ୍ଦ ହେବା…

କୋହଲି, ରୋହିତଙ୍କ ଦିନିକିଆ କ୍ୟାରିୟରକୁ ନେଇ ବିସିସିଆଇ ଚୁପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଦିନିକିଆ କ୍ରିକେଟ କ୍ୟାରିୟର ଭବିଷ୍ୟତ ବି ସଙ୍କଟରେ ପଡିଛି । ଉଭୟ ଖେଳାଳି ପୂର୍ବରୁ ଟି୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି । ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଉଭୟ…

୨୨କୁ ଘୁଞ୍ଚିଲା କଂଗ୍ରେସ ପକ୍ଷରୁ ହେବାକୁ ଥିବା ବାଲେଶ୍ବରରେ ନାରୀ ନ୍ୟାୟ ଯାତ୍ରା

ଭୁବନେଶ୍ୱର: ନିକଟ ଅତୀତରେ ଓଡ଼ିଶାରେ ଦିବଂଗତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ବରରେ ପିସିସି ପକ୍ଷରୁ ନାରୀ ନ୍ୟାୟ ପଦଯାତ୍ରା ହେବାର ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଞ୍ଚାଇ…

ଗାଡ଼ି ଧକ୍କାରେ ମା-ଝିଅଙ୍କ ମୃତ୍ୟୁ ଘଟଣା; ଡ୍ରାଇଭିଂ କରୁଥିବା ବ୍ୟକ୍ତିଙ୍କ ହାତରେ ମଦ ବୋତଲ

ଭୁବନେଶ୍ବର: ରାଜଧାନୀରେ ଶନିବାର ସନ୍ଧ୍ୟାରେ ଏକ ଏସୟୁଭି ଧକ୍କାରେ ମା- ଝିଅଙ୍କ ମୃତ୍ୟୁ ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏସୟୁଭିର ମାଲିକଙ୍କୁ ଗିରଫ କରିପାରିନାହିଁ। ତେବେ ୨ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଏସୟୁଭି ଚିହ୍ନଟ…

ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ-୨୦୨୫: ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ରେ ଓଡିଶାକୁ ସର୍ବଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପାଳିତ ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ-୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ସର୍ବଶ୍ରେଷ୍ଠ ପୁରସ୍କାରରେ ଓଡିଶାକୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଓ ସମ୍ମାନପତ୍ର ଦିଲ୍ଲୀ…

ବୁଲା କୁକୁରଙ୍କ ଉପରେ କଡ଼ା ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ଦେଲେ ଜନ୍ ଆବ୍ରାହମ, ସୁପ୍ରିମକୋର୍ଟଙ୍କୁ ଲେଖିଲେ…

ମୁମ୍ବାଇ: ବୁଲା କୁକୁର ଆକ୍ରମଣରେ ବଢୁଥିବା ଘଟଣା ଏବଂ ରେବିଜ୍ ଯୋଗୁଁ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି, ସୋମବାର ସୁପ୍ରିମକୋର୍ଟ କର୍ତ୍ତୃପକ୍ଷଙ୍କୁ ଏହି ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଠାରେ ସେମାନଙ୍କୁ ଟୀକାକରଣ କରାଯିବ । ବର୍ତ୍ତମାନ ଅନେକ…

‘ଜଲି ଏଲଏଲବି ୩’ ଟିଜର ରିଲିଜ୍; ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ଅରଶଦ ୱାରସି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ଜଲି ଏଲଏଲବି ୩କୁ ନେଇ ବର୍ତ୍ତମାନ୍ ଚର୍ଚ୍ଚାରେ ଅଛନ୍ତି।ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଅରଶଦ ୱାରସି ମଧ୍ୟ ନଜର ଆସିବେ। ତେବେ ଜଲି ଏଲଏଲବି ୩ ର ଟିଜର ମଙ୍ଗଳବାର ରିଲିଜ୍ ହୋଇଯାଇଛି। ଯାହାକୁ ପ୍ରଶଂସକ ବେଶ ପସନ୍ଦ ମଧ୍ୟ…

ଅଭୟଚାନ୍ଦପୁର ଥାନାରେ ଦୁଷ୍କର୍ମ ଅଭିଯୋଗ କଲେ ନାବାଳିକା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ୟା । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଅଭୟଚାନ୍ଦପୁର ଥାନା ଅଞ୍ଚଳରେ । ଅଭୟଚାନ୍ଦପୁର ଥାନାରେ ନାବାଳିକା କଲେ ଅଭିଯୋଗ । ଘରେ କେହି ନ ଥିବା ବେଳେ ୧୭ ବର୍ଷୀୟା ନାବାଳିକାକୁ…

ଶୁଭମନ ଗିଲଙ୍କୁ ମିିଳିଲା ଆଇସିସିର ଏହି ଖାସ ପୁରସ୍କାର

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଶୁଭମନ ଗିଲ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଉଭୟ ବ୍ୟାଟିଂ ଏବଂ ନେତୃତ୍ୱ ନେବାରେ ଦକ୍ଷତା ପ୍ରମାଣିତ କରିଥିଲେ । ଆକର୍ଷଣୀୟ ପ୍ରଦର୍ଶନ ନେଇ ଆଇସିସି ତାଙ୍କୁ ପ୍ଲେୟାର ଅଫ ଦି ମନ୍ଥ ପୁରସ୍କାର…