ରାହୁଲଙ୍କ ପରି ଭୋଟକୁ ପ୍ରସଙ୍ଗ କରିବ କି ବିଜେଡି !
ନୂଆଦିଲ୍ଲୀ: ନିର୍ବାଚନ ପରିଚାଳନାରେ ସ୍ବଚ୍ଛତାକୁ ନେଇ ଉଠୁଛି ପଡୁଛି ଦେଶ ରାଜନୀତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ପ୍ରସଙ୍ଗ ବିରୋଧୀ ଇଣ୍ଡିଆ ମେଣ୍ଟରେ ଜୋଶ ଭରିଛି। ପୁରୁଣା କଥା ଭୁଲି ଏକାଠି ହେଲେଣି ବିଭିନ୍ନ ଦଳର ନେତା। ମମତା ହୁଅନ୍ତୁ କି ଅଖିଳେଶ କିମ୍ବା…