ବରଗଡ଼ ଛାତ୍ରୀ ଜୀବନ ହାରିବା ଘଟଣା, ଗାଏସିଲେଟ୍ ଥାନାରେ ୩ ଜଣ ଅଟକ
ବରଗଡ଼: ବରଗଡ଼ ଗାଇସିଲେଟ ବ୍ଲକରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ରହସ୍ୟ ପାଲଟିଛି। ନିଜେ ଜଳିଲେ ନା ଅନ୍ୟ କିଏ ଜାଳିଦେଲା ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ।
ମୃତ ଛାତ୍ରୀଙ୍କ ଅଜା, ଜଣେ ଦୋକାନୀଙ୍କ ସମେତ ୨…