Latest Odisha News

BREAKING NEWS

Yearly Archives

2025

ଦାୟିତ୍ଵ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି

ଭୁବନେଶ୍ୱର: ଦାୟିତ୍ବ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଆତ୍ମାହୁତି ପ୍ରସଙ୍ଗରେ ଦେଲେ ନିଜର ପ୍ରତିକ୍ରିୟା। ଆତ୍ମାହୁତି ପ୍ରସଙ୍ଗକୁ ନେଇ ସେ କହିଛନ୍ତି କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର।…

ଭୋଟ ଚୋରି ଅଭିଯୋଗ: ପୋଲିସ ହେପାଜତରେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜିକାଲି ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ସରଗରମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଏବଂ କଥିତ 'ଭୋଟ ଚୋରି' ବିରୋଧରେ ଇଣ୍ଡିଆ ମେଣ୍ଟ ସାଂସଦମାନେ…

୧୨ନକଲି ଗୁମାସ୍ତା ଗିରଫ; ମହାପ୍ରଭୁଙ୍କ ଦର୍ଶନ କରାଇବା ଆଳରେ ଲୁଟୁଥିଲେ ଟଙ୍କା

ପୁରୀ: ପୋଲିସ ହାତରେ ବନ୍ଧା ହେଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ…

ଋଷ-ୟୁକ୍ରେନ ଯୁଦ୍ଧ ନେଇ ବଡ଼ ଖବର, ଟ୍ରମ୍ପଙ୍କୁ ଦେଖା କରିବେ ପୁଟିନ, ଚିନ୍ତାରେ ୟୁକ୍ରେନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ୟୁରୋପୀୟ ନେତାମାନେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଅପିଲ କରିଛନ୍ତି। ଆସନ୍ତା ୧୫ ଅଗଷ୍ଟ ୨୦୨୫ରେ ଆମେରିକାର ଆଲାସ୍କାରେ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ…

ରେଲୱେ ବାହାର କଲା ବଡ଼ ନିଯୁକ୍ତି, ୪୩୪ ପଦ ପାଇଁ ଭର୍ତ୍ତି ଆରମ୍ଭ

ଭୁବନେଶ୍ୱର: ଯଦି ଆପଣ ନିଯୁକ୍ତିର ସ୍ୱପ୍ନ ଦେଖୁଛନ୍ତି ଏବଂ ପାରାମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ରେଲୱେ ଭର୍ତ୍ତି ବୋର୍ଡ (RRB) ପାରାମେଡିକାଲ ଷ୍ଟାଫ୍‌ର ୪୩୪ଟି ପଦ ପାଇଁ ଆଧିକାରିକ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା…

ପ୍ରେମରେ ଅଧିକ ଭାବିଲେ ଆସେ ହାର୍ଟ ଆଟାକ! କଣ କହୁଛି ମେଡିକାଲ ସାଇନ୍ସ, ନହେଲେ…

ଭୁବନେଶ୍ୱର: ପ୍ରେମ ଏକ ସୁନ୍ଦର ଅନୁଭବ, କିନ୍ତୁ ଏହା କେତେବେଳେ ଆପଣଙ୍କ ହୃଦୟ ପାଇଁ ବିପଦ ହୋଇପାରେ! ମେଡିକାଲ ସାଇନ୍ସ ଅନୁସାରେ, ପ୍ରେମରେ ଅତ୍ୟଧିକ ଭାବୁକତା ବା ମାନସିକ ଚାପ ହୃଦୟ ସମସ୍ୟାର କାରଣ ହୋଇପାରେ। ବିଶେଷଜ୍ଞମାନେ କହୁଛନ୍ତି ଯେ ପ୍ରେମରେ ଅତ୍ୟଧିକ ଚିନ୍ତା, ଅନିଶ୍ଚିତତା ବା…

ୟୁକେ, କାନାଡା ପରେ ପାଲେଷ୍ଟାଇନକୁ ରାଷ୍ଟ୍ରର ମାନ୍ୟତା ଦେବାକୁ ପ୍ରସ୍ତୁତ ଅଷ୍ଟ୍ରେଲିଆ, ହେଲେ ଏହି ସର୍ତ୍ତ…

ନୂଆଦିଲ୍ଲୀ: ୟୁରୋପୀୟ ସଂଘ ପରେ ଅଷ୍ଟ୍ରେଲିଆ ମଧ୍ୟ ଇସ୍ରାଏଲ ବିରୋଧରେ ସ୍ବର ଉଠାଇବା ଆରମ୍ଭ କରିଛି । ଫ୍ରାନ୍ସ, ୟୁକେ, କାନାଡା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମଧ୍ୟ ପାଲେଷ୍ଟାଇନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ସେପ୍ଟେମ୍ବରରେ…

ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା, ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବରଦଡ଼: ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା। ଏନେଇ ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି ଦେଇଛନ୍ତି ସୂଚନା। ଡାକ୍ତର ମୃତ ଘୋଷଣା କରିଥିବା କହିଲେ ଭାରପ୍ରାପ୍ତ ଏସ୍‌ପି। ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ବରଗଡ଼ରୁ…

ରାଜ୍ୟରେ ପ୍ରଥମ: ମିଠା ହେବ ସମୁଦ୍ର ପାଣି, ପାଣି ସମସ୍ୟା ଦୂର କରିବ ଡିସାଲିନେସନ୍ ପ୍ରକ୍ରିୟା…

ବ୍ରହ୍ମପୁର: ଏଣିକି ସମୁଦ୍ର ପାଣି ବି ହୋଇପାରିବ ବ୍ୟବହାରଯୋଗ୍ୟ । ଦୂର ହେବ ସମୁଦ୍ର ଉପକୂଳବର୍ତ୍ତୀଙ୍କ ପାଣି ସମସ୍ୟା ।  ଏଥିପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲାଯାଇଛି ଡିସାଲିନେସନ ପ୍ଲାଣ୍ଟ ଅର୍ଥାତ୍ ଲୁଣିଆ ପାଣିରୁ ଲୁଣ କିମ୍ବା ଅଲଗା ମିନେରାଲ୍ସକୁ ଅଲଗା କରିବା ପ୍ରକ୍ରିୟା…

ଅଗଷ୍ଟରେ ହେବାକୁ ଯାଉଛି ବଡ଼ ଅଘଟଣ ! ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟତବାଣୀ

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଭବିଷ୍ୟବକ୍ତା ଅଛନ୍ତି, ଏବଂ ବାବା ଭାଙ୍ଗା ସେମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଭବିଷ୍ୟବାଣୀଗୁଡ଼ିକ ଅତ୍ୟନ୍ତ ପ୍ରସିଦ୍ଧ, କାରଣ ବାବା ଭାଙ୍ଗା ପ୍ରତିବର୍ଷ ବିଶ୍ୱରେ ଘଟୁଥିବା ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିଥା’ନ୍ତି, ଏବଂ ସେଗୁଡ଼ିକ ମଧ୍ୟରୁ ଅନେକ ସଠିକ୍…