Latest Odisha News

BREAKING NEWS

Yearly Archives

2025

ବ୍ରହ୍ମପୁର-ଜୟପୁର ୬ ଲେନ ବିଶିଷ୍ଟ ରାସ୍ତା ପାଇଁ ୬୦୦୦ କୋଟି ଘୋଷଣା

ଭୁବନେଶ୍ୱର: ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୨ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନିଜ ଉଦବୋଧନ ଦେଇ କହିଛନ୍ତି ଯେ, ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର…

ଡିସେମ୍ବର ୨୬ରୁ ୧ ଘଣ୍ଟା ବନ୍ଦ ରହିବ OPD ସେବା

ଭୁବନେଶ୍ୱର: ଡିସେମ୍ବର ୨୬ରୁ ୧ ଘଣ୍ଟା ବନ୍ଦ ରହିବ OPD ସେବା। ଏଭଳି ଘୋଷଣା କରିଛି ଓଡ଼ିଶା ଡାକ୍ତରୀ ସେବା ସଂଘ। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଦାବିପତ୍ର ପ୍ରଦାନ କରିବାର ୧ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ…

ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌, ଭାରତରେ ବାଂଲାଦେଶ ହାଇକମିଶନରଙ୍କୁ ସମାନ

ନୂଆଦିଲ୍ଲୀ: ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌। ଭାରତୀୟ ଦୂତାବାସ ବାହାରେ ନାରାବାଜି। ଭାରତ ବିରୋଧୀ ନାରାବାଜି କରୁଛନ୍ତି ମୌଳବାଦୀ। ଏପଟେ ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ବାଂଲାଦେଶ ହାଇକମିଶନରଙ୍କୁ ସମନ ଜାରି କଲେ ଭାରତ ସରକାର। ଆଜି ଦିଲ୍ଲୀରେ ଥିବା ବାଂଲାଦେଶ…

ଆଇପିଏଲ ୨୦୨୬: ନାଟକୀୟ ଥିଲା ସର୍ଫରାଜ, ପୃଥ୍ୱୀଙ୍କ ନିଲାମୀ

ଆବୁ ଧାବି: ଆଇପିଏଲ ୨୦୨୬ ପାଇଁ ମିନି ଅକ୍ସନ ଏଠାରେ ଅନୁଷ୍ଠିତ ହୋଇଛି । ଏହି ନିଲାମ ପ୍ରକ୍ରିୟାରେ ସର୍ଫରାଜ ଖାଁ ଓ ପୃଥ୍ୱୀ ଶଙ୍କ ନିଲାମୀ ବେଶ ନାଟକୀୟ ଥିଲା । ୨୦୧୮ରୁ ୨୦୨୪ ପର୍ଯ୍ୟନ୍ତ ପୃଥ୍ୱୀ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ନିଲାମ ତାଲିକାରେ ୨ ଥର ନାମ ଆସିବା ସତ୍ୱେ କେହି…

ଦୁର୍ନୀତି ମାମଲାରେ ପୂର୍ବତନ ପିଇଓ ତ୍ରିନାଥ ସେଠି ଦୋଷୀ ସାବ୍ୟସ୍ତ 

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡା ଜିପିର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ତ୍ରିନାଥ ସେଠି ଏବଂ ସଦର ବ୍ଲକ ଅନ୍ତର୍ଗତ ବରଡା ଜିପିର ଏ/ପି-ପିଇଓଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି।…

ବୁମରାହଙ୍କୁ ପଛରେ ପକାଇଲେ ବରୁଣ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତି ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ କମାଲ କରିଛନ୍ତି । ସେ ଯଶପ୍ରୀତ ବୁମରାହଙ୍କ ପଛରେ ପକାଇ କ୍ୟାରିୟରର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସେ ଏବେ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପୂର୍ବରୁ ୨୦୧୭ରେ…

ୟୁକେରୁ ଫେରି ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଭାବପ୍ରବଣ ହେଲେ ଅନୁଷ୍କା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି, ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପୁଣି ଥରେ ବୃନ୍ଦାବନ ଗସ୍ତ କରିଥିଲେ, ଯେଉଁଠାରେ ସେମାନେ ପ୍ରଖ୍ୟାତ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟି ଆଶୀର୍ବାଦ ଗ୍ରହଣ କରିଥିଲେ। ସାକ୍ଷାତ ସମୟରେ ବିରାଟ କୋହଲି ବେଶ ଖୁସି ନଜର…

National Herald Case: ରାଜଧାନୀରେ ତାତିଲେ କଂଗ୍ରେସ ନେତା ଓ କର୍ମୀ

ଭୁବନେଶ୍ୱର: ରାଜଧାନୀରେ ତାତିଛନ୍ତି ରାଜ୍ୟ କଂଗ୍ରେସର କର୍ମୀ ଓ ନେତା । ନ୍ୟାସନାଲ ହେରାଲ୍ଡ ମାମଲାରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଘେରାଉ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପଦଯାତ୍ରା କରି ବିଜେପି ଅଫିସ ଘେରାଉ କରିବା ବେଳେ ଅଧାବାଟରେ…

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣାରେ ହେବ କଠୋର ଦଣ୍ଡବିଧାନ: ମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବୁଧବାର ଦିନ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ପୁରୀ ମନ୍ଦିର ଭିତରେ ନିୟମ ଉଲ୍ଲଂଘନକୁ ମୁକାବିଲା କରିବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା ଲାଗୁ…

Indian Coast Guard: ସମୁଦ୍ରରେ ପ୍ରଦୂଷଣ ରୋକିବାକୁ କୋଷ୍ଟଗାର୍ଡ ପକ୍ଷରୁ କରାଗଲା ପଲ୍ୟୁସନ ରେସ୍ପନ୍ସ ଏକ୍ସରସାଇଜ

ପାରାଦୀପ: ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ବୁଧବାର ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି । ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ଏହି ମକ୍ ଡ୍ରିଲ୍ ବା ପଲ୍ୟୁସନ ରେସ୍ପନ୍ସ ଏକ୍ସରସାଇଜ କରାଯାଇଛି । କୌଣସି କାରଣରୁ ସମୁଦ୍ରରେ ଜାହାଜରୁ ତେଲ ଲିକ୍ ହେଲେ…