ନାଣ୍ଡୁ ବାବୁ ମୋ ବାପାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି, ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ପୁଅ ଆଣିଲେ ବଡ଼ ଅଭିଯୋଗ
ପୁରୀ: ଓଡ଼ିଆ ଯାତ୍ରା ଜଗତରେ ପୁଣି ଥରେ ବିବାଦର ଝଡ଼। ଏଥର ମୁଖ୍ୟ ଚରିତ୍ରରେ ଯାତ୍ରା ଅଭିନେତ୍ରୀ ସୋନାଲୀ ଓ ତାଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତ ସିଙ୍ଘାର। ଏକ ନାଟକୀୟ ଘଟଣାକ୍ରମରେ ସୋନାଲୀଙ୍କ ୧୨ ବର୍ଷୀୟ ପୁଅ ପୁରୀର କୃଷ୍ଣପ୍ରସାଦ ଥାନାରେ ପହଞ୍ଚି ବାପାଙ୍କ ପାଇଁ ନ୍ୟାୟ ଦାବି…