Latest Odisha News

BREAKING NEWS

Yearly Archives

2025

ଚେନ୍ନାଇ ସୁପର କିଙ୍ଗସ ଛାଡିବେ ଏହି ମହାନ ସ୍ପିନର

ଚେନ୍ନାଇ: ୯ ବର୍ଷ ପରେ ଭାରତୀୟ କ୍ରିକେଟର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଇପିଏଲ ୨୦୨୫ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ମେଗା ନିଲାମରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ଟିମର ସଦସ୍ୟ ରହିଥିଲେ ।…

କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି: ସୁଲଭ ମୂଲ୍ୟରେ ମିଳିବ ଏଲପିଜି ସିଲିଣ୍ଡର, ଊଜ୍ଜ୍ୱଳା ପାଇଁ ୧୨ ହଜାର କୋଟି…

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାର ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରୁ…

ମହିଳା ଜଣକ କାହିଁକି ନିଜ ଓଢଣୀ ଚିରି ମୁଖ୍ୟମନ୍ତ୍ରୀ ଧାମିଙ୍କୁ ବାନ୍ଧିଲେ ରାକ୍ଷୀ.. ?

ଡେରାଡୁନ:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଅଞ୍ଚଳ ଏବେ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜେ ଗ୍ରାଉଣ୍ଡ ଜିରୋରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ଗୁଜୁରାଟର ଜଣେ ମହିଳା ଯାତ୍ରୀ ଗଙ୍ଗୋତ୍ରୀରେ ଫସି ରହିଥିଲେ। ଯେତେବେଳେ ତାଙ୍କୁ…

ଗିଲ, ଗମ୍ଭୀରଙ୍କ ମଧୂଚନ୍ଦ୍ରିକା ଶେଷ: ଏଥର ଆଗକୁ ରହିଛି ଗୁରୁତ୍ୱପୂର୍ଣ୍ଣ ସିରିଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ରଖିବା ଏବେ ଭାରତୀୟ କ୍ରିକେଟ ଟିମଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅନ୍ୟ ଅର୍ଥରେ କୋଚ ଗୌତମ ଗମ୍ଭୀର ଓ ଗିଲଙ୍କ ମଧୂଚନ୍ଦ୍ରିକା…

ଟାରିଫ ଯୁଦ୍ଧ…କନଫ୍ୟୁଜ ଆମେରିକା

ନୂଆଦିଲ୍ଲୀ: ଭାରତ ଉପରେ 50 ପ୍ରତିଶତ ଟାରିଫ ଲଦିବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଋଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଖପ୍ପା ଟ୍ରମ୍ପ। ଭାରତ ଉପରେ ଏବେ 25 ପ୍ରତିଶତ ଟାରିଫ ଲାଗିଥିବା ବେଳେ ଆସନ୍ତା 27 ତାରିଖରୁ ଆଉ 25 ପ୍ରତିଶତ ଟାରିଫ ଲଗାଇବାକୁ ଘୋଷଣା…

ରାମ ମନ୍ଦିର ପରେ ସୀତା ମନ୍ଦିର: ବିହାରରେ ଭୂମି ପୂଜନ କଲେ ଶାହ…ବିହାର ନିର୍ବାଚନରେ କେତେ ଫାଇଦା?

ପାଟନା: ଅଯୋଧ୍ୟା ରାମ ମନ୍ଦିର ପରେ, ବିହାରର ସୀତାମଢ଼ିରେ ମାତା ସୀତାଙ୍କ ମନ୍ଦିର ପରିସର ନିର୍ମାଣ ପାଇଁ ସମୟ ଶେଷ ହେବାକୁ ଯାଉଛି। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁନୌରା ଧାମରେ ମା ଜାନକୀ ମନ୍ଦିର ଏବଂ ଏହାର ପରିସରର ବ୍ୟାପକ ବିକାଶ ଯୋଜନାର ଶିଳାନ୍ୟାସ କରିଛନ୍ତି। ଏହି ସମୟରେ…

ଶାସ୍ତ୍ରୀ, ଇନ୍ଦିରାଙ୍କଠାରୁ ଅଟଳଙ୍କ ପର୍ଯ୍ୟନ୍ତ….ପୂର୍ବରୁ ଆମେରିକାକୁ ଦେଖାଇଛନ୍ତି ତା’ ଔକାତ୍….

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛି, ଯାହା ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଯାଇଛି । ତା ସହ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ, ଯାହା ଆସନ୍ତା ଅଗଷ୍ଟ ୨୭ରୁ ଲାଗୁ ହେବାକୁ ଯାଉଛି । ଏହା ପରେ ଭାରତ ଉପରେ ଆମେରିକା ଆମାଦାନୀ ପାଇଁ ୫୦% ଶୁଳ୍କ ନେବ । ଏହି ଶୁଳ୍କ…

କୌଣସି ନିର୍ଦ୍ଦେଶ ବିନା ହୋମୱାର୍କ ଏବଂ ଅଫିସ୍ କାମ ହେବ ସହଜ, ନୂଆ GPT-5ରେ ରହିଛି ଏହି ଚମତ୍କାର ଫିଚର…

ନୂଆଦିଲ୍ଲା: ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ କିମ୍ବା କର୍ମଜୀବୀ, ଆଜିକାଲି ସମସ୍ତେ ନିଜ କାମରେ କୌଣସି ନା କୌଣସି ରୂପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରୁଛନ୍ତି । ଏହି ସମୟ ମଧ୍ୟରେ, ଗୁରୁବାର ନୂଆ OpenAI ଜେନେରେଟିଭ୍ ପ୍ରି-ଟ୍ରେଣ୍ଡଡ୍ ଟ୍ରାନ୍ସଫର୍ମର (GPT) ସିରିଜର…

୫୧୦ ଲିଟର ବେଆଇନ ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ୩ ଗିରଫ

ଭଦ୍ରକ: ଭଦ୍ରକ ଅବକାରୀ ବିଭାଗକୁ ବଡ଼ ସଫଳତା। ଏଠାରେ ଚଢ଼ାଉ କରି ୫୧୦ ଲିଟର ବେଆଇନ ଦେଶୀ ମଦ ଜବତ ହୋଇଛି । ଏହା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିବା ନେଇ ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ବାଇକ୍‌ ଏବଂ ଏକ ସ୍କୁଟି ଜବତ…

ରାହୁଲ Vs ନିର୍ବାଚନ କମିଶନ…ବଢିଲା କଳି

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବନାମ ନିର୍ବାଚନ କମିଶନ। ରାହୁଲଙ୍କ ଟାର୍ଗେଟ୍ ନିର୍ବାଚନ କମିଶନଙ୍କ କାଉଣ୍ଟର। ଭୋଟ ଚୋରିକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି। ସବୁ ପ୍ଲାଟଫର୍ମରେ ନିର୍ବାଚନ କମିଶନ ବିରୋଧରେ ଗମ୍ଭୀର ଅଭିଯୋଗ ଲଗାଉଛନ୍ତି ରାହୁଲ। ବେଙ୍ଗାଳୁରୁ…