ପ୍ରଥମେ ପଦ୍ମଶ୍ରୀ….ଏବେ ରାଷ୍ଟ୍ରପତିଙ୍କ ସହ କରିବେ ରାତ୍ରୀଭୋଜନ…ଜାଣନ୍ତୁ କିଏ ଏହି ‘ଲେଡି ଟାର୍ଜନ’?
ନୂଆଦିଲ୍ଲୀ: ପରିବେଶ ସୁରକ୍ଷାର ଉଦାହରଣ ଏବଂ 'ଲେଡି ଟାର୍ଜନ' ଭାବରେ ବେଶ୍ ଖ୍ୟାତି ଅର୍ଜନ କରୁଥିବା ପଦ୍ମଶ୍ରୀ ଯମୁନା ଟୁଡୁଙ୍କ ନାମ ପୁଣି ଥରେ ଶିରୋନାମାରେ । ୨୦୨୫ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ରାତ୍ରୀଭୋଜନ ପାଇଁ ମହାମହିମ ରାଷ୍ଟ୍ରପତି ଯମୁନାଙ୍କୁ…