Latest Odisha News

BREAKING NEWS

Yearly Archives

2025

Bird Count: ଜାନୁଆରୀ ୬ରୁ ପକ୍ଷୀ ଗଣନା, ପର୍ଯ୍ୟଟନ ବିଭାଗର ସହଯୋଗ ନିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ଶୀତ ଋତୁର ଆଗମନ ସହିତ ରାଜ୍ୟକୁ ବିଦେଶୀ ପକ୍ଷୀଙ୍କ ଆଗମନ ମଧ୍ୟ ହୋଇସାରିଛି । ଏହି ଅତିଥୀ ମାନଙ୍କ କିଚିରି ମିଚିରି ଶବ୍ଦରେ ଫାଟି ପଡୁଛି ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ଅଞ୍ଚଳ ଗୁଡିକ । ଏମାନଙ୍କୁ ଦେଖିବାକୁ ଏହି ସ୍ଥାନ ଗୁଡିକରେ ପର୍ଯ୍ୟଟକଙ୍କର…

ବିସ୍କୁଟ୍ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଲଜ୍ଜା । ଜଣେ ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ପରେ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

Bhadrak Collector: ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ଭଦ୍ରକ ଜିଲ୍ଲାପାଳ; କହିଲେ ଅଧିକାରୀମାନେ ବି…

ଭଦ୍ରକ:ଆଗରୁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଆଜି ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ମୁହଁରେ ମାସ୍କ ପିନ୍ଧି ସାଇକେଲ ଚଢ଼ି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।…

ଓଡ଼ିଶାର ତୀର୍ଥଙ୍କର ଦାସ ଲୋକସଭାର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି 

ନୂଆଦିଲ୍ଲୀ: ଲୋକସଭା ସଚିବାଳୟ ବାଲେଶ୍ବରର ତୀର୍ଥଙ୍କର ଦାସଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି। ଡିସେମ୍ବର ୧୬ରେ ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, "ତୀର୍ଥଙ୍କର ଦାସଙ୍କୁ ଡିସେମ୍ବର ୧୨, ୨୦୨୫ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପେ ମ୍ୟାଟ୍ରିକ୍ସର ସ୍ତର ୧୪ରେ…

କାହିଁକି ବନ୍ଧା ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ତାଙ୍କ ପତ୍ନୀ…

ମୁମ୍ବାଇ: ୩୦ କୋଟି ଟଙ୍କା ଠକେଇ ମାମଲାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କୁ କିଛି ଦିନ ପୂର୍ବରୁ କୋର୍ଟ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ତେବେ ସେମାନଙ୍କୁ ଉଦୟପୁର ACJM କୋର୍ଟ-୪ ଡିସେମ୍ବର ୯ ତାରିଖ ରେ ହଜାର କରାଯାଇଥିଲା ଓ ଡିସେମ୍ବର…

Dhaulli Case: ଧଉଳି ଗଣଦୁଷ୍କର୍ମ ମାମଲା: ପୁରୁଷ ବନ୍ଧୁ କଲେ ସାଙ୍ଘାତିକ ଖୁଲାସା

ଭୁବନେଶ୍ୱର: ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ରେଡ୍‌ଫ୍ଲାଗ ଅର୍ନ୍ତଭୁକ୍ତ ହୋଇଛି ଧଉଳି ଗଣଦୁଷ୍କର୍ମ। ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ…

ସମୂଦ୍ରରେ ପଡି ରହିଛି ୨୦୦୦ କୋଟି ଡଲାର ମୂଲ୍ୟର ସୁନା

ଲଣ୍ଡନ: ସମୂଦ୍ର ମଧ୍ୟରେ ଅନେକ ମୂଲ୍ୟବାନ ପଦାର୍ଥ ପଡି ରହିଛି । ଏହା ମଧ୍ୟରେ ସୁନା ମଧ୍ୟ ରହିଛି । ନେଚର ଏବଂ ଜର୍ଣ୍ଣାଲ ଅଫ ଦି ଆମେରିକାନ କେମିକାଲ ସୋସାଇଟିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସମୂଦ୍ର ମଧ୍ୟରେ ୧୦ କୋଟି ମେଟ୍ରିକ ଟନର ସୁନା ପଡି ରହିଛି । ଏହାର ମୂଲ୍ୟ ୨୦୦୦ କୋଟି ଡଲାର…

Cold Wave: କଲବଲ କରୁଛି ଶୀତ, ୨ ଦିନ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଜାଡ଼ରେ ଥରୁଛି ସମଗ୍ର ରାଜ୍ୟ । ରାତିର ତାପମାତ୍ର ଅହେତୁକ ହ୍ରାସ ପାଇଛି । ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ମଧ୍ୟରେ ରହିଛି । ପାଞ୍ଚଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସାଧାରଣତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଶୀତ…

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଖୋଲିବ ‘ସେଣ୍ଟର ଫର ଓଡ଼ିଆ ଷ୍ଟଡିଜ’

ଭୁବନେଶ୍ୱର: ଭାଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏକ ଓଡ଼ିଆ ଅଧ୍ୟୟନ କେନ୍ଦ୍ର ଖୋଲିବାକୁ ପ୍ରସ୍ତୁତ ଚଳାଇଛି। ଯାହା ଏମଏ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଦାନ କରିବ। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଡିନ୍ ବଳରାମ ପାଣି ଏ ବିଷୟରେ…

ଗ୍ୟାରେଣ୍ଟର ପଡିବା ମହଙ୍ଗା ପଡିଲା

ବାଲେଶ୍ୱର: କୁହାଯାଏ କାହା ପାଇଁ ମାନି ପଡିବନି। ଆଉ ଯଦି ମାନି ପଡୁଛ ଭବିଷ୍ୟତରେ ହଇରାଣ ହେବାର ସମ୍ଭାବନା ରହିଛି। ସେମିତି ଏକ ଘଟଣା ଏବେ ଚର୍ଚ୍ଚାରେ। ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ପାଇଁ ମାନି ପଡି ସର୍ବସ୍ୱାନ୍ତ ହେବାକୁ ପଡିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଣୁଦା ଗାଁର ଯାଦବେନ୍ଦ୍ର…