Latest Odisha News

BREAKING NEWS

Yearly Archives

2025

ଏହି ବ୍ୟକ୍ତିଙ୍କ ଆଶ୍ଚର୍ଯ୍ୟ କାହାଣୀ, ଯିଏ ୧୯୪୫ ହିରୋଶିମା ପରମାଣୁ ବୋମା ବିସ୍ଫୋରଣରୁ ଏକା ବଞ୍ଚିଯାଇଥିଲେ

ନୂଆଦିଲ୍ଲୀ: ୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ସମୟରେ, ୬ ଅଗଷ୍ଟରେ ଅମେରିକା ଜାପାନର ହିରୋଶିମା ସହର ଉପରେ ପ୍ରଥମ ପରମାଣୁ ବୋମା ପକାଇଥିଲା। ଏହି ବିସ୍ଫୋରଣରେ ପ୍ରାୟ ୮୦,୦୦୦ ଲୋକ ପ୍ରାଣ ହରାଇଥିଲେ। ତିନି ଦିନ ପରେ, ୯ ଅଗଷ୍ଟରେ ନାଗାସାକି ସହର ଉପରେ ଦ୍ୱିତୀୟ ପରମାଣୁ ବୋମା…

ଟ୍ରମ୍ପଙ୍କ ଟାରିଫ ଧମକର ଜବାବ ଦେଲା ଭାରତ, ବୋଇଂ ଡିଲ୍ ବାତିଲ

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ।ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଜୁଲାଇରେ ଆମେରିକା ସହିତ ୩୧୫୦୦ କୋଟି ଟଙ୍କାର ବୋଇଂ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତିଲ କରିଦେଇଥିବା ଜଣାପଡ଼ିଛି। ପୂର୍ବରୁ  …

ଏହି ଦେଶର ସମସ୍ତ ବାସିନ୍ଦା ଅଷ୍ଟ୍ରେଲିଆକୁ ହେବେ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏକ ଛୋଟ ଦେଶର ସମସ୍ତ ବାସିନ୍ଦା ଅଷ୍ଟ୍ରେଲିଆକୁ ସ୍ଥାନାନ୍ତରିତ ହେବେ । ପ୍ରଶାନ୍ତ ମହାସାଗର କୂଳରେ ତୁୱାଲୁ ନାମକ ଏକ ଦେଶ ରହିଛି । ଏହା ଏକ ଦ୍ୱୀପ । ସମୂଦ୍ରର ସ୍ତର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଷ୍ଟ୍ରେଲିଆ ସରକାର ଏହି ପ୍ରସ୍ତାବ…

ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ରିକ୍ସାରେ ଟାଣି ନେବା ଅମାନବୀୟ: ହାତ ଟଣା ରିକ୍ସାକୁ ନିଷିଦ୍ଧ ପାଇଁ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ସୁନ୍ଦର ହିଲ୍ ଷ୍ଟେସନ ମାଥେରାନରେ ହାତ ଟଣା ରିକ୍ସା ଅଭ୍ୟାସ ବନ୍ଦ କରିବାକୁ ଏବଂ ରିକ୍ସା ଚାଳକଙ୍କ ପାଇଁ ପୁନର୍ବାସ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…

ଗିଲ, ଯଶସ୍ୱୀ, ରାହୁଲ ଖେଳି ନ ପାରନ୍ତି ଏସିଆ କପ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ଏବେ ଭାରତୀୟ ଦଳ ଏସିଆ କପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ଟେଷ୍ଟ ଟିମର ୪ ଜଣ ଖେଳାଳି ଏସିଆ କପରେ ସୁଯୋଗ ପାଇ ନ ପାରନ୍ତି ।…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ନେଇ ଏବେ ବି ସସ୍ପେନ୍ସ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଛି । ସୂଚନାଯୋଗ୍ୟ, ଏଥର ଏସିଆ କପ ୟୁଏଇରେ ଆୟୋଜିତ ହେବ । କାର୍ଯ୍ୟସୂଚୀ ଅନୁସାରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଦୁଇ ଦେଶ…

ସ୍କୁଲରୁ ଫେରୁଥିବା ବେଳେ ଟ୍ରକ ଧକ୍କା; ବାପା-ଝିଅ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର କଟକ-ପାରାଦୀପ ରାଜପଥ ସ୍ଥିତ କୋଠିଆସାହି ଛକରେ ଗୁରୁବାର ଦିନ ଏକ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ନଅ ବର୍ଷର ଝିଅର ମୃତ୍ୟୁ ହୋଇଛି। ଉଭୟ ଅପରାହ୍ନରେ ପାରାଦୀପର ଏକ ଘରୋଇ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା…

ବଜାରକୁ ଆସିଲା ସବୁଠୁ ଶସ୍ତା ଇଲେକଟ୍ରିକ୍‌ ସ୍କୁଟର Zelo Knight+;ମାତ୍ର ୫୯ହଜାର..

ନୂଆଦିଲ୍ଲୀ: Zelo Electric ₹ ୫୯,୯୯୦ (ଏକ୍ସ-ଶୋରୁମ୍)ର ପ୍ରାରମ୍ଭିକ ମୂଲ୍ୟରେ Knight+ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। ଜେଲୋ ଇଲେକଟ୍ରିକ୍‌ ଭାରତୀୟ ବଜାରରେ ସବୁଠୁ ଶସ୍ତା ଇଲେକଟ୍ରିକ୍‌ ସ୍କୁଟର Knight+ ଲଞ୍ଚ କରିଛି । ନାଇଟ୍+ ପାଇଁ ପ୍ରି-ବୁକିଂ ସମସ୍ତ ଜେଲୋ ଇଲେକ୍ଟ୍ରିକ୍…

ମହାପ୍ରଭୁ ହାତରେ ବାନ୍ଧିବେ ସ୍ଵତନ୍ତ୍ର ରାକ୍ଷୀ…

ଭୁବନେଶ୍ୱର: ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା। ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ। ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ। ଅଲିଅଳି ଭଉଣୀ ସୁଭଦ୍ରା, ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ ରାକ୍ଷୀ।…

ଆମେରିକାର ଟାରିଫ ଧମକ ମଧ୍ୟରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି…