ଜଷ୍ଟିସ୍ ବର୍ମାଙ୍କୁ ବଡ଼ ଝଟକା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ….
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ଜଷ୍ଟିସ୍ ବର୍ମା ତାଙ୍କ ଘରୁ ମିଳିଥିବା ପୋଡା ଟଙ୍କା ମାମଲାରେ ତଦନ୍ତ କମିଟିର ରିପୋର୍ଟକୁ ଅବୈଧ ଘୋଷଣା…