ବାଦାମ କେଉଁ ଅଙ୍ଗ ପାଇଁ ଅଧିକ ଲାଭଦାୟକ…
ଭୁବନେଶ୍ବର: ଡ୍ରାଏ ଫ୍ରୁଟ୍ସରେ ବାଦାମ ପ୍ରାୟ ସମସ୍ତଙ୍କ ପ୍ରିୟ । ବାଦାମ ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଏବଂ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ। ଆପଣ ପ୍ରତିଦିନ ଆପଣଙ୍କ ଖାଦ୍ୟରେ ନିଶ୍ଚିତ ଭାବରେ କିଛି ବାଦାମ ସାମିଲ କରିବା ଉଚିତ। ବାଦାମ ହେଉଛି ଫାଇବର, ଭିଟାମିନ୍ ଏବଂ ସୁସ୍ଥ…