ମାନହାନି ମାମଲାରେ ରାହୁଲଙ୍କୁ ଆଶ୍ବସ୍ତି, ଜାମିନ୍ ପ୍ରଦାନ କଲେ କୋର୍ଟ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ବଡ ଆଶ୍ବସ୍ତି ମିଳିଛି । ଝାଡଖଣ୍ଡର ଚାଇବାସା ସ୍ଥିତ ସାଂସଦ/ବିଧାୟକ କୋର୍ଟରେ ଆଜି ରାହୁଲ ହାଜର ହୋଇଥିବା ବେଳେ ତାଙ୍କୁ ମାନହାନି ମାମଲାରେ କୋର୍ଟ ବେଲ୍ ପ୍ରଦାନ କରିଛନ୍ତି । ତେବେ ୨୦୧୮ ମସିହାରେ…