ବାଂଲାଦେଶରେ କ୍ଷମତା ପରିବର୍ତ୍ତନକୁ ବର୍ଷେ
ନୂଆଦିଲ୍ଲୀ: ୨୦୨୪ ଅଗଷ୍ଟ ୫ତାରିଖ । ବଦଳିଥିଲା ବାଂଲାଦେଶର ଇତିହାସ । ଲମ୍ବା ଆନ୍ଦୋଳନ, ଶତାଧିକ ହତ୍ୟା ପରେ କ୍ଷମତାରୁ ହଟିଥିଲେ ଶେଖ୍ ହାସିନା । ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନକୁ ବର୍ଷେ ପୂରିଛି । ଏହାପରେ ଢାକାରେ ନୂଆ ବ୍ୟବସ୍ଥା ନେଇ ଆଶା ଥିଲା । ହେଲେ ଅନ୍ତରୀଣ ସରକାରର କମାଣ…