Latest Odisha News
Yearly Archives

2025

Google ଓ OpenAIର ନିଦ ହଜାଇ ଦେଲେ ଏଲନ୍ ମସ୍କ, ଲଞ୍ଚ ହେଲା Text-to-Video

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ଏଆଇ ପ୍ଲାଟଫର୍ମ ଗ୍ରୋକ୍ ଏଆଇରେ ଏକ ନୂଆ ଓ ଉଦ୍ଭାବନୀ ଫିଚର ଟେକ୍ସଟ୍-ଟୁ-ଭିଡିଓ ଯୋଡ଼ା ଯାଇଛି। ଏହି ଫିଚର ଟେକ୍ସଟ୍ କମାଣ୍ଡ ଆଧାରରେ ଭିଡିଓ ତିଆରି କରିପାରିବ। ଏହା ଗୂଗଲ୍‌ର Veo3 ଓ ଓପନ୍ ଏଆଇର Sora.AI ଭଳି ଟେକ୍ସଟ୍-ଟୁ-ଭିଡିଓ ଜେନେରେସନ୍ ଫିଚରକୁ କଡ଼ା…

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଘରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ…..

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନାଗପୁର ଘରକୁ ବୋମା ମାଡ଼ ଧମକ ମିଳିଛି । ଏହି ଧମକପୂର୍ଣ୍ଣ କଲ୍ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି । ଏହି କଲ୍ ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କିଛି ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।…

ଧୀମା ହେଉଛି ପୃଥିବୀର ଗତି: ୨୪ ଘଣ୍ଟା ନୁହେଁ ୨୧ ଘଣ୍ଟା ହେଉଥିଲା ଦିନ, ଚମକାଇଲା ଗବେଷଣା

ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଜୀବନ ଦିନର ୨୪ ଘଣ୍ଟା ହିସାବରେ ଚାଲିଥାଏ। ସକାଳୁ ଉଠିବାରୁ ଆରମ୍ଭ କରି ରାତିରେ ଖାଦ୍ୟ ଖାଇ ଶୋଇବା ପର୍ଯ୍ୟନ୍ତ ସବୁ କାମ ୨୪ ଘଣ୍ଟା ଅନୁସାରେ ନିର୍ଦ୍ଧାରିତ। କିନ୍ତୁ ଯଦି କେହି କୁହେ ଯେ ଏକ ସମୟରେ ଦିନ ୨୪ ଘଣ୍ଟା ନୁହେଁ, ବରଂ ୨୧ ଘଣ୍ଟାର ଥିଲା, ତେବେ ମନରେ…

କୁକୁର କାମୁଡ଼ିବାର ୨୦ ମିନିଟ ଭିତରେ ତୁରନ୍ତ କରନ୍ତୁ ଏହି କାମ, ୯୯ ପ୍ରତିଶତ କମ ହୋଇଥା ଇନଫେକ୍ସନ ଭୟ

ନୂଆଦିଲ୍ଲୀ : କୁକୁରକୁ ମଣିଷର ସବୁଠୁ ଭଲ ବନ୍ଧୁ ବୋଲି କୁହାଯାଏ। କିନ୍ତୁ ସମୟ ସହ ଏହି ଚିତ୍ର ବଦଳିଛି। ସହରର ଗଳିକନ୍ଦିରେ ଏବେ ବନ୍ଧୁ ନୁହେଁ, ଆତଙ୍କ ଘୁରୁଛି। ବୁଲା କୁକୁର ଏବେ ଭୟର ଅନ୍ୟ ନାମ ହୋଇଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ସୁପ୍ରିମ୍ କୋର୍ଟଙ୍କୁ ସୁଓ ମୋଟୋ କଗ୍ନିଜାନ୍ସ…

ଓଟିଇଟି ପ୍ରଶ୍ନପତ୍ର ଲିକ୍: ବନ୍ଧା ହେଲେ ବୋର୍ଡ ଉପସଭାପତି, ହୋଇଥିଲା ଅଢେଇ ଲକ୍ଷର ଡିଲ୍…..

ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବୋର୍ଡ ସଭାପତିଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ପୋଲିସ୍ । ଗତକାଲି ବୋର୍ଡ ସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପ୍ରଶ୍ନ ପତ୍ର ଲିକ୍ ନେଇ ପଚରାଉଚରା କରିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି । ତେବେ ପୂର୍ବରୁ…

ଇପିଆଇସି ନମ୍ବର ଜାଲିଆତି: ବଢିଲା ତେଜସ୍ୱୀ ଯାଦବଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲା ଇସି….

ପାଟନା: ଭୋଟର ଲିଷ୍ଟରେ ନିଜ ନାଁ ନଥିବା କହି ନିର୍ବାଚନ କମିଶନଙ୍କୁ ଘେରିଥିଲେ, ହେଲେ ସିଧା ନିଜେ ଫସିଲେ ତେଜସ୍ବୀ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ, ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶନିବାର ଦାବି କରିଥିଲେ କି ଯେ ତାଙ୍କ ନାମ…

କେତେ ପ୍ରମୋସନ ପାଇବା ପରେ ମୁଖ୍ୟ ଶାସନ ସଚିବ ହୋଇଥାନ୍ତି IAS ଅଧିକାରୀ ? ଏତେ ଟଙ୍କା ମିଳେ ଦରମା

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା (IAS) ଦେଶର ସବୁଠାରୁ ପ୍ରତିଷ୍ଠିତ ଓ ସମ୍ମାନଜନକ ଚାକିରି । ପ୍ରତିବର୍ଷ ହଜାର ହଜାର ଯୁବକଯୁବତୀ UPSC ପରୀକ୍ଷା ଦେଇ IAS ଅଧିକାରୀ ହେବାର ସ୍ୱପ୍ନ ଦେଖନ୍ତି। ଚୟନ ହେବା ପରେ, ଜଣେ IAS ଅଧିକାରୀଙ୍କ ପଦୋନ୍ନତି ତାଙ୍କର ସେବା ଅଭିଜ୍ଞତା, ପ୍ରଦର୍ଶନ…

୩୦ ବର୍ଷ ପୁରୁଣା ଭ୍ରୂଣରୁ ଜନ୍ମ ହେଲା ପିଲା: ବିଶ୍ୱର ସବୁଠାରୁ ପୁରୁଣା ଶିଶୁ, ଜାଣନ୍ତୁ ଏହାର କାହାଣୀ

ନୂଆଦିଲ୍ଲୀ: ସବୁ ଦମ୍ପତି ମାତାପିତା ହେବାର ସ୍ବପ୍ନ ଦେଖିଥାନ୍ତି। ଆଉ ଯଦି କୌଣସି ସମସ୍ୟା ପାଇଁ ପିଲା ଜନ୍ମ ହେଉନାହିଁ ତେବେ ଏହା ଖୁବ କଷ୍ଟଦାୟକ ହୋଇଥାଏ । ଆମେରିକାର ଓହାୟୋରେ ରହୁଥିବା ଏକ ଦମ୍ପତି ଲିଣ୍ଡସେ ଓ ଟିମ ପିୟର୍ସଙ୍କ ଜୀବନରେ ଏକ ଚମତ୍କାର ଘଟିଛି। ସେମାନେ ୩୦ ବର୍ଷ ପୁରୁଣା…

ଟିପିସିଓଡିଏଲ ଗ୍ରାମୀଣ ଓଡ଼ିଶାକୁ ସ୍ଥାୟୀ କୃଷି ପାଇଁ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ସହିତ କରୁଛି ସଶକ୍ତ

ଜଗତସିଂହପୁର: ନିରନ୍ତର ଗ୍ରାମୀଣ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକରେ ‘ସମୃଦ୍ଧି’ ପ୍ରକଳ୍ପ ଅଧୀନରେ ଏକ ସ୍ଥିର ଜଳବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି…

‘ତାଙ୍କର ନିଜର କାରଣ ରହିଛି’: ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ରାହୁଲଙ୍କ ଠାରୁ ଭିନ୍ନ ମତ ରଖିଲେ କଂଗ୍ରେସ ସାଂସଦ ଥରୁର୍

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଶନିବାର ଦିନ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଭାରତ ପ୍ରତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ "ମୃତ ଅର୍ଥନୀତି" ଉପହାସକୁ ସମର୍ଥନ କରିବାରୁ ନିଜକୁ ଦୂରେଇ ରଖିଛନ୍ତି, କହିଛନ୍ତି ଯେ ଲୋକସଭା ବିରୋଧୀ ଦଳ ନେତା ଟ୍ରମ୍ପଙ୍କ ମନ୍ତବ୍ୟକୁ ସମର୍ଥନ…