ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି
ବିଜାପୁର: ଭୂଷୁଡୁଛି ମାଓଗଡ । ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ, ଆଜି ୩୪ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏଥିରେ ପ୍ରତିନିଧିତ୍ୱ କରୁଥିବା ୭ ଜଣ ମହିଳା କ୍ୟାଡର ଏବଂ ୨୭ ଜଣ ପୁରୁଷ କ୍ୟାଡର ଅଛନ୍ତି । ଏହି ସମସ୍ତ ମାଓବାଦୀମାନେ ସଶସ୍ତ୍ର ଏବଂ ହିଂସାତ୍ମକ…