କେମିତି ଘଟିଥିଲା ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା?, ସଂସଦରେ ଉତ୍ତର ରଖିଲେ ରେଳମନ୍ତ୍ରୀ….
ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ନୂଆ ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କ ଜୀବନ ଯାଇଥିଲା । ଏହାର ତଦନ୍ତ ରିପୋର୍ଟ ଏବେ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଉପସ୍ଥାପିତ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ରାଜ୍ୟସଭାରେ ଏହି ଉଚ୍ଚସ୍ତରୀୟ ତଦନ୍ତ ରିପୋର୍ଟ ଉଲ୍ଲେଖ…