Latest Odisha News

BREAKING NEWS

Yearly Archives

2025

ଶୁଳ୍କ ଉତ୍ତେଜନା ମଧ୍ୟରେ ଭାରତ ଆସୁଛନ୍ତି ଟ୍ରମ୍ପଙ୍କ ସବୁଠାରୁ ଖାସ ବ୍ୟକ୍ତି, କ’ଣ ରହିଛି ଏଜେଣ୍ଡା?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହି ସମୟରେ ଶୁଳ୍କ ଉତ୍ତେଜନା ମଧ୍ୟରେ, ରାଷ୍ଟ୍ରପତିଙ୍କ ସର୍ବୋଚ୍ଚ ବ୍ୟକ୍ତି ଏବଂ ହ୍ୱାଇଟ୍ ହାଉସର ଦକ୍ଷିଣ ଏସିଆ ବ୍ୟାପାରର ସର୍ବୋଚ୍ଚ ଅଧିକାରୀ ରିକି ଗିଲ୍, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ…

କାହିଁକି ଭାରତ ଉପରେ ଖପ୍ପା ଟ୍ରମ୍ପ୍?, ବୈଦେଶିକ ମନ୍ତ୍ରୀ କହିଲେ ପ୍ରକୃତ କାରଣ, ‘ଚିଡିକି ଅଛନ୍ତି….’

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଏବେ ଉତ୍ତେଜନା ରହିଛି । ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଯାହା ଅଗଷ୍ଟ ୭ ରୁ କାର୍ଯ୍ୟକାରୀ ହେବ । ଖାଲି ଶୁଳ୍କ ଲାଗୁ କରିଛନ୍ତି, ତାହା ନୁହେଁ ଭାରତକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି…

ବଢିଲା ଅନିଲ ଅମ୍ବାନୀଙ୍କ ସମସ୍ୟା: ସେପଟେ ଚଢାଉ, ଏପଟେ ସମନ ଜାରି କଲା ଇଡି…..

ନୂଆଦିଲ୍ଲୀ: ଚଢାଉର ପ୍ରାୟ ସପ୍ତାହ ପରେ ଏବେ ଋଣ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କୁ ସମନ ଜାରି କଲା ଇଡି । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ।…

ଭାରତ ଉପରେ ସପ୍ତାହେ ଟଳିଲା ଶୁଳ୍କ ସଙ୍କଟ, ୨୫%ରୁ ୩୫% ହେଲା କାନାଡା ଶୁଳ୍କ….

ନୂଆଦିଲ୍ଲୀ: ଅଗଷ୍ଟ ୧, ଅର୍ଥାତ୍ ଆଜିଠାରୁ ଲାଗୁ ହେବାକୁ ଥିବା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଏବେ ୭ ଅଗଷ୍ଟରୁ ଲାଗୁ ହେବ । ଶୁଳ୍କ ଲାଗୁକୁ ସପ୍ତାହେ ଘୁଞ୍ଚାଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି ଯାହା ଅନୁଯାୟୀ…

ଜ୍ୱର ପାଇଁ ଆସିଥିବା ଶିଶୁକୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ଘଟଣା, ସଂପୃକ୍ତ ଡାକ୍ତରଙ୍କୁ ଅପସାରଣ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା ଘଟଣା। ଜ୍ୱର ପାଇଁ ଆସିଥିବା ଜଣେ ଶିଶୁକୁ ଭୁଲରେ ଦିଆଗଲା କୁକୁର କାମୁଡ଼ା ଇଞ୍ଜିକେସନ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସଂପୃକ୍ତ ଡାକ୍ତରଙ୍କୁ ବଣାଇରୁ ଅପସାରଣ କରାଯାଇଛି । ସୂଚନା ଅନୁସାରେ, ୨୯…

ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ, ପବନ ସମ୍ଭାବନା: ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଗୁରୁବାର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ତେବେ ଆଜି ୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

ଭାରତରେ ଆସିଗଲା ସବୁଠାରୁ ପତଳା କ୍ବାଡ୍‌-କର୍ଭଡ ଫୋନ୍ Vivo T4R 5G; ରହିଛି ଦମଦାର ଫିଚର

ନୂଆଦିଲ୍ଲୀ:ଗୁରୁବାର ଦିନ ଭାରତରେ Vivo T4R 5G ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। ଏହି ସ୍ମାର୍ଟଫୋନଟି ସବୁଠୁ ପତଳା କ୍ବାଡ୍‌ କର୍ଭଡ୍‌ ଡିସପ୍ଲେ ସହିତ ଆସିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୯୪୯୯ ଟଙ୍କା ରହିଛି । Vivo T4R 5G ଦୁଇଟି ରଙ୍ଗ ବିକଳ୍ପ ନୀଳ ଏବଂ ସିଲଭର ରଙ୍ଗରେ ଉପଲବ୍ଧ। କମ୍ପାନୀ…

ଆଜିଠାରୁ ୟୁପିଆଇ ନିୟମରେ ପରିବର୍ତ୍ତନ: ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ

ନୂଆଦିଲ୍ଲୀ: ଆଜିଠାରୁ ୟୁପିଆଇରେ ଲାଗୁ ହେଲା ନୂଆ ନିୟମ। ପ୍ରଭାବିତ ହେବ ୟୁପିଆଇ ଓ ବ୍ୟାଙ୍କ ନେଣଦେଣ। ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ ଲାଗୁ ହେଲା। ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍‌ କରିହେବ। ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍‌ କରିପାରିବେ ବ୍ୟବହାରକାରୀ।…

ଆଜିଠାରୁ ଭାରତ ଉପରେ ଆମେରିକାର ଟାରିଫ୍ ପ୍ଲାନ୍, ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ହେବ ଆଦାୟ

ନୂଆଦିଲ୍ଲୀ: ଆଜିଠାରୁ ଭାରତ ଉପରେ ଆମେରିକାର ଟାରିଫ୍ ପ୍ଲାନ୍। ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା। ଭାରତ ପାଇଁ ଆମେରିକା ବଜାରରେ ସମସ୍ୟା ବୃଦ୍ଧି। ପ୍ରବଳ ଭାବରେ ପ୍ରଭାବିତ ହେବ ବୟନ ଶିଳ୍ପ, ଧାତୁ ଏବଂ ଔଷଧ କମ୍ପାନୀ।…

ଏବେ ମସୁରୀ ଆସୁଥିବା ପର୍ଯ୍ୟଟକଙ୍କୁ କରିବାକୁ ପଡିବ ବାଧ୍ୟତାମୂଳକ ପଞ୍ଜୀକରଣ…

ଡେରାଡୁନ: ମସୁରୀକୁ ଯିବା ପୂର୍ବରୁ ପର୍ଯ୍ୟଟକମାନଙ୍କୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହୋଇଯାଇଛି। ପର୍ଯ୍ୟଟନ ଋତୁରେ ପ୍ରବଳ ଭିଡ଼ ଏବଂ ଟ୍ରାଫିକ ଚାପକୁ ଦୃଷ୍ଟିରେ ରଖି, ପର୍ଯ୍ୟଟନ ବିଭାଗ ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ କରିବାକୁ ଯାଉଛି। ଏହି ବ୍ୟବସ୍ଥା…