Latest Odisha News

BREAKING NEWS

Yearly Archives

2025

ଖୋଲିଲା ଭିତରକନିକା, ପ୍ରଥମଥର ପର୍ଯ୍ୟଟକଙ୍କ ପାଇଁ ଚାଲିବ ୪ଟି ବ୍ୟାଟ୍ରି ଚାଳିତ ଗାଡି

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା ।…

ଶ୍ରୀ ଭାଗବତ ସାର ୧୧୫: ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ସମାହାର, ଆମେ ଜାଣିଲେ ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ। ଏହି ପୃଥିବୀରେ ସର୍ବ ଜ୍ଞାନର ଆଧାର ବେଦ ଥିଲା ଯାହା ଶଙ୍ଖାସୁର ନାମକ ଦୈତ୍ୟ ଦ୍ୱାରା ଅପହୃତ ହୋଇଗଲା…

କୋରିଅର ଜରିଆରେ ଚାଲିଛି ବେଆଇନ କଫ ସିରପ କାରବାର; ଜଣେ ଅଟକ

କଟକ: ସିଲଭର ସିଟିରେ ବେଆଇନ କଫ ସିରପ ଜବତ। ବିପୁଳ ପରିମାଣର କପ ସିରପ ଜବତ କଲା STF । ବାଦମବାଡ଼ି ନ୍ୟୁ ଏଲଆଇସି କଲୋନୀ ସ୍ଥିତ ଏକ କୋରିଅର ସଂସ୍ଥାରୁ ଜବତ ହେଲା ୬୦ ରୁ ଉର୍ଦ୍ଧ୍ବ ପ୍ୟାକେଟରୁ ହଜାର ହଜାର ବେଆଇନ କଫ ସିରପ । STF, ଜିଲ୍ଲା ପ୍ରଶାସନ, ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ…

ଦରମା ବନ୍ଦ ନେଇ ୩୦ ସିଏମ୍‌ସି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

କଟକ: ସିଏମ୍‌ସି କମିଶନରଙ୍କ କଡ଼ା ଆଭିମୁଖ୍ୟ । ବିଳମ୍ବରେ ଅଫିସ୍ ଆସିବାରୁ ୩୦ ସିଏମ୍‌ସି କର୍ମଚାରୀଙ୍କୁ ସୋ' କଜ୍‌ ନୋଟିସ୍ ଜାରି କଲେ ସିଏମ୍‌ସି କମିଶନର । ଏଥିସହ ଜଣେ OAS ଅଧିକାରୀଙ୍କୁ ସୋ' କଜ୍‌ ନୋଟିସ୍ ଦିଆଯାଇଛି ।  ଅଫିସରେ ନଥିବାରୁ ଜଏଣ୍ଟ କମିଶନର ବରେନ୍ଦ୍ର ମହାନ୍ତିଙ୍କୁ ସୋ'…

ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ ର ଆନୁଷ୍ଠାନିକ ଶୁଭାରମ୍ଭ ଘୋଷଣା

ଭୁବନେଶ୍ଵର: ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ (GFTN) ସହଭାଗିତାରେ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ (I-GFTCH) ର…

ଓଡ଼ିଶାରେ ୪ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ…

ଭୁବନେଶ୍ୱର: ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡ଼ଖଣ୍ଡର ୧୩ଟି ଜିଲ୍ଲାକୁ ସଂଯୋଗ କରୁଥିବା ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହା ଭାରତୀୟ ରେଳବାଇର ନେଟୱାର୍କକୁ ପ୍ରାୟ ୫୭୪ କିଲୋମିଟର ବୃଦ୍ଧି କରିବ। ଏହି…

କିଛି ସମୟର ଫେମ୍ ପାଇଁ; କାଷ୍ଟିଂ କାଉଚକୁ ନେଇ ମୁଁହ ଖୋଲିଲେ ବିଜୟ ସେଥୁପତି

ମୁମ୍ବାଇ: ଦକ୍ଷିଣ ସିନେମାର ସୁପରଷ୍ଟାର ବିଜୟ ସେଥୁପତିଙ୍କ ବିରୁଦ୍ଧରେ ଜଣେ ମହିଳା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ଯାହାପରେ ସେ ବିବାଦ ଘେରରେ ଫସିଛନ୍ତି। ତେବେ ଏହିପରି ଗମ୍ଭୀର ଆରୋପ ପରେ ବିଜୟ ନିରବତା ଭଙ୍ଗ କରିବା ସହ ଏହାକୁ ସମ୍ପୂର୍ଣ ଭାବରେ ଅସ୍ବୀକାର କରିଛନ୍ତି। ତାଙ୍କ ଟିମ୍ ଏହି…

ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲେ ପୀୟୂଷ ଗୋୟଲ୍; ଭାରତ ତୃତୀୟ ସର୍ବବୃହତ ଅର୍ଥନୀତି ହେବାକୁ ଯାଉଛି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ଭାରତକୁ ସମାଲୋଚନା କରି ଏହାକୁ "ମୃତ ଅର୍ଥନୀତି" ଭାବରେ ବର୍ଣ୍ଣନା କରିଥିଲେ। ଯାହାର ଜବାବ ଦେବାକୁ ଯାଇ ପୀୟୂଷ ଗୋୟଲ୍ କହିଛନ୍ତି ଯେ ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ଭାରତ ପାଞ୍ଚ ଅର୍ଥନୀତିରୁ ବାହାରି ଆସିବା ସହ…

ଆଇସିସି ମ୍ୟାଚ ରେଫରୀଙ୍କ ନିକଟରେ ଅଭିଯୋଗ କରିବ ଟିମ ଇଣ୍ଡିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ୩୧ ଜୁଲାଇରୁ ଦି ଓଭାଲରେ ଖେଳାଯାଉଛି । ଇତି ମଧ୍ୟରେ ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତକୁ ଦିଆ ଯାଇଥିବା ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦ୍ୱିତୀୟ ନୂଆ ବଲ…

ପୁରୀ ଦଳାଚକଟା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର

ଭୁବନେଶ୍ବର: ପୁରୀ ଦଳାଚକଟା ଘଟଣାର ରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ମାସେ ଧରି ଚାଲିଥିଲା ତଦନ୍ତ । ୭୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ତେବେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ଦେଲେ ଉନ୍ନୟନ କମିଶନର । ଖବରମୁତାବକ, ମହାପ୍ରଭୁଙ୍କ ବିଶ୍ବ…