ବିମାନରେ ପ୍ରବଳ ଟର୍ବୁଲେନ୍ସ ଯୋଗୁଁ ୨୫ ଆହତ
ନୂଆଦିଲ୍ଲୀ: ଆମେରିକାରେ ଡେଲ୍ଟା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନରେ ପ୍ରବଳ ଟର୍ବୁଲେନ୍ସ ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି।
ଡେଲ୍ଟା ଏୟାରଲାଇନ୍ସର ସୂଚନା ଅନୁଯାୟୀ, ବୁଧବାର ରାତିରେ ସଲ୍ଟ ଲେକ୍ ସିଟିରୁ ଆମଷ୍ଟରଡମ ଯାଉଥିବା ଏକ ବିମାନରେ ପ୍ରବଳ ଟର୍ବୁଲେନ୍ସ ହୋଇଥିଲା।…