ମହଙ୍ଗା ପଡିପାରେ ରାସ୍ତାରେ ପାରାଙ୍କୁ ଖାଦ୍ୟ ଦେବା, ଏପରି କରୁଥିବା ବ୍ୟକ୍ତିଙ୍କ ନାଁରେ ହେବ ଏଫଆଇଆର
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ସାର୍ବଜନୀନ ସ୍ଥାନରେ ପାରାକୁ ଖାଦ୍ୟ ଦେବା ଉପରେ ନିଷେଧ କରିଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ କୋର୍ଟ କହିଛନ୍ତି ଯେ ଏପରି କରିବା ଦ୍ୱାରା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବ। ଏହା ସହିତ, କୋର୍ଟ ସାର୍ବଜନୀନ…