Latest Odisha News

BREAKING NEWS

Yearly Archives

2025

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଲୁଣର ଦାନାଠାରୁ ଛୋଟ ମାଇକ୍ରୋ ରୋବଟ

ନୂଆଦିଲ୍ଲୀ: ବିଜ୍ଞାନ ଦୁନିଆରେ ଏକ ବଡ ଚମତ୍କାର ଦେଖିବାକୁ ମିଳିଛି । ଆମେରିକା ୟୁନିଭରସିଟି ଅଫ ପେନସିଲଭେନିୟା ଓ ୟୁନିଭରସିଟି ଅଫ ମିଶିଗନର ବୈଜ୍ଞାନିକମାନେ ଏକ କ୍ଷୁଦ୍ରକାୟ ମାଇକ୍ରୋ ରୋବଟ ପ୍ରସ୍ତୁତ କରିଛନ୍ତି । ଏହାର ଆକାର ଲୁଣର ଦାନାଠାରୁ ମଧ୍ୟ ଛୋଟ । ଏହି ରୋବଟ ମେଡିକାଲ ସାଇନ୍ସକୁ…

IPL ନିଲାମ ତାଲିକାରେ ୨ ଓଡ଼ିଆ, ଉଭୟଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ

ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗ (IPL) ର ନିଲାମରେ ୨ଜଣ ଓଡ଼ିଆ କ୍ରିକେଟର ସାମିଲ ହୋଇଛନ୍ତି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ଏହି ଦୁଇ ଓଡିଆଙ୍କ ନାଁ ଯୋଡିଛି । ସେଦୁଇ ଓଡ଼ିଆ ଖେଳାଳି ହେଲେ ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲ । ୨୦୨୬ IPLର ମିନି ଅକ୍ସନ ଆଜି ଆବୁଧାବିରେ…

Vijay Diwas 2025: ଆଜି ଭାରତ ପାଳୁଛି ବିଜୟ ଦିବସ,ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ

ନୂଆଦିଲ୍ଲୀ: ଭାରତ ୧୯୭୧ ଯୁଦ୍ଧରେ ଏହାର ନିର୍ଣ୍ଣାୟକ ବିଜୟକୁ ମନେ ପକାଇ ୫୪ ତମ ବିଜୟ ଦିବସ ପାଳନ କରିଛି । ଆଜି ଭାରତ ପାଳୁଛି ବିଜୟ ଦିବସ । କାରଣ ଏହି ଦିନ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ । ୧୯୭୧ ମସିହା…

ବିଜୟ ହଜାରେ ଟ୍ରଫି: ଓଡିଶା ଦଳରେ ୭ ନୂଆ ଖେଳାଳି

କଟକ: ବିଜୟ ହଜାରେ ଟ୍ରଫି ପାଇଁ ବିପ୍ଲବ ସାମନ୍ତରାୟଙ୍କ ନେତୃତ୍ୱରେ ଓଡିଶା ଦଳର ଘୋଷଣା କରାଯାଇଛି । ଏହି ଦଳରେ ୭ଜଣ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି । ରାଜେଶ ମହାନ୍ତିଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଡିସେମ୍ବର ୨୪ରୁ ଜାନୁୟାରୀ ୧୮ ପର୍ଯ୍ୟନ୍ତ ଏହା ବେଙ୍ଗାଲୁରର ବିଭିନ୍ନ…

Amit Shah: ୨୧ରେ ଓଡ଼ିଶା ଆସିବେ ଅମିତ ଶାହ !

ଭୁବନେଶ୍ବର:ଆସନ୍ତା ୨୧ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଗସ୍ତରେ ଆସିପାରନ୍ତି। ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ସେହି କାର୍ଯ୍ୟକ୍ରମରେ ସେ ​‌ଯୋଗଦେବା ସମ୍ଭାବନା ରହିଛି। ହେଲେ ଏନେଇ ଶାହାଙ୍କ କାର୍ଯ୍ୟାଳୟ…

୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ ;୩୮ ଦିନ ଖରା ଛୁଟି…

ଭୁବନେଶ୍ବର:ପ୍ରକାଶ ପାଇଲା ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି। ଆସନ୍ତା ବର୍ଷ ରବିବାର ବ୍ୟତୀତ ୮୨ ଦିନ ଛୁଟି ରହିବ। ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ,…

Saudi Arabia: ସାଉଦି ଆରବ ମୃତ୍ୟୁଦଣ୍ଡର ରେକର୍ଡ ଭାଙ୍ଗିଲା, ଗୋଟିଏ ବର୍ଷରେ…

ନୂଆଦିଲ୍ଲୀ: ସାଉଦି ଆରବ ଗୋଟିଏ ବର୍ଷ ମଧ୍ୟରେ ମୃତ୍ୟୁଦଣ୍ଡ ପାଇଁ ସବୁଠାରୁ ବିପଜ୍ଜନକ ରେକର୍ଡ ଭାଙ୍ଗିଛି। ଏଏଫପି ଗଣନା ଅନୁଯାୟୀ, ଚଳିତ ବର୍ଷ ଏପର୍ୟ୍ୟନ୍ତ ୩୪୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଯାହା ସାଉଦି ଇତିହାସରେ ସର୍ବାଧିକ। ଏହି ସଂଖ୍ୟା ୨୦୨୪ ମସିହାରେ ସ୍ଥାପିତ ରେକର୍ଡକୁ…

ଜୋର୍ଡାନରେ ପହଞ୍ଚିଛନ୍ତି ମୋଦି, ଆଜି ଜୋର୍ଡାନରେ ବ୍ୟବସାୟିକ ଫୋରମରେ ଯୋଗଦେବେ

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର ଜୋର୍ଡାନରେ ପହଞ୍ଚିଛନ୍ତି।। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ସେ ଆଜି ଭାରତ-ଜର୍ଡାନ ବ୍ୟବସାୟ ଫୋରମ ବୈଠକରେ ଉଦବୋଧନ ଦେବେ। ସୋମବାର ପୂର୍ବରୁ, ଜୋର୍ଡାନର ରାଜା ଅବଦୁଲ୍ଲା ହୁସେନିଆ ପ୍ୟାଲେସରେ…

Bhadrak Encounter: ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନକାଉଣ୍ଟର; ଡାହାଣ ଗୋଡ଼ରେ ବାଜିଛି ଗୁଳି

ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସ ଏନ୍‌କାଉଣ୍ଟର କରିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର ହୋଇଥିବା ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅପରାଧୀ ବୁଦ୍ଧିଆ ଗୁରୁତର ହୋଇଛି । ପୋଲିସ…